ସଇଁତଳା ‘ସାହୁ ସମାଜ’ ପକ୍ଷରୁ ବୃକ୍ଷରୋପଣ

0
97

ଟିଟିଲାଗଡ଼,୧୪/୦୭ (ଜେଏନ୍ଏସ୍), ସଇଁତଲା ସନ୍ଦାଶମୁଣ୍ଡା ଠାରେ ସ୍ଥାନୀୟ ‘ସାହୁ ସମାଜ’ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ୭୫ ତମ ବନମହୋତ୍ସବ ଅବସରରେ “ବୃକ୍ଷ ହିଁ ଜୀବନ” ଏବଂ ପ୍ରଧାନମନ୍ତ୍ରୀଙ୍କ “ଏକ ପେଡ ମା କେ ନାମ” ବାର୍ତ୍ତାକୁ ନେଇ ‘ସାହୁ ସମାଜ’ ର କର୍ମକର୍ତ୍ତାମାନେ ସଚେତନତା କରିବା ସହ ବୃକ୍ଷରୋପଣ କରିଥିଲେ । କାର୍ଯ୍ୟକ୍ରମରେ ସଂଘ ସଭାପତି ଛବିଲାଲ ସାହୁଙ୍କ ସହ ନାରାୟଣ ସାହୁ, ହରିବନ୍ଧୁ ସାହୁ, ଭୀଷ୍ମ ସାହୁ, ଟଙ୍କଧର ସାହୁ, ବିଶ୍ୱନାଥ ସାହୁ, ଅଭିମନ୍ୟୁ ସାହୁ, ରଥି ସାହୁ, ଚୂଡ଼ାମଣି ସାହୁ, ବିନୋଦ ସାହୁ, ନିରଞ୍ଜନ ସାହୁ, ଦିଲୀପ ସାହୁ, ଆଶିଷ ସାହୁ, ଅଲେଖ ସାହୁ ପ୍ରମୁଖ ବୃକ୍ଷରୋପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here