ଟିଟିଲାଗଡଡ଼ରେ ନୂଆ ଥାନାଧିକାରୀ

0
141

ଟିଟିଲାଗଡ଼,୧୫/୦୮(ଜେଏନ୍ଏସ୍): ଟିଟିଲାଗଡ଼  ଥାନାରେ ନୂଆ ଥାନା ଅଧିକାରୀ ଭାବରେ ବିଶ୍ୱଜିତ ମନବୋଧ ବୁଧବାର ସନ୍ଧ୍ୟାରେ କାର୍ଯ୍ୟରେ ଯୋଗଦେଇଛନ୍ତି । ଶ୍ରୀ ମନବୋଧ ଏହା ପୂର୍ବରୁ ବଲାଙ୍ଗିର ଟାଉନ ଥାନା ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ । ଟିଟିଲାଗଡ଼ ଥାନା ଅଧିକାରୀ ଅବନୀ ସାହୁଙ୍କୁ ବଲାଙ୍ଗିର ଟାଉନ ଥାନାକୁ ବଦଳି ହୋଇଛି ।ସହରର ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥାରେ ସୁଧାର, ଅପରାଧ ଓ ଅପରାଧୀ ଦମନ ସହ ଜନ ସାଧାରଣଙ୍କ ନିକଟତର ହେବା ନେଇ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ଶ୍ରୀ ମନବୋଧ ପ୍ରକାଶ କରିଛନ୍ତି । 

LEAVE A REPLY

Please enter your comment!
Please enter your name here