ମୋହନ ସରକାର ଜନହିତୈଶି ସରକାର, ବିକାଶ ପାଇଁ ଅର୍ଥ ବାଧକ ସାଜିବ ନାହିଁ । ତେଣୁ ଅଞ୍ଚଳର ବିକାଶ ପାଇଁ ଯତ୍ନବାନ ହେବା ସହ ବିଭାଗୀୟ ଅଧିକାରୀ ଡିପିଆର ପ୍ରସ୍ତୁତ କରି ପଠାଇଲେ ସେ ଅନୁଦାନ ଆଣିବା ବ୍ୟବସ୍ଥା କରିବେ ବୋଲି ବିଧାୟକ ଉଲ୍ଲେଖ କରିଥିଲେ । କାର୍ଯ୍ୟରତ ବିଭିନ୍ନ ପ୍ରକଳ୍ପ ଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରିବା, ବିଭିନ୍ନ ଜନକଲ୍ୟାଣ ଯୋଜନାରେ ହେଉଥିବା ଅନିୟମିତତା ପ୍ରତି ସଜାଗ ରହିବାକୁ ଉପସ୍ଥିତ ଅଧିକାରୀଙ୍କୁ ତାଗିଦ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୁଡଭେଲା ବିଡ଼ିଓ ସୋମ୍ୟକାନ୍ତ ବନଗୁଲା, ସଇଁତଳା ବିଡ଼ିଓ ବିନୟ ଭୋଇ, ଟିଟିଲାଗଡ଼ ବିଡ଼ିଓ ଚନ୍ଦ୍ରମଣି ନାଗ, ଏସଡିଏମଓ ପି.କେ. ନାୟକ, ସିଡ଼ିପିଓ ଗୋଲାପି ନାୟକ, ପୌର ନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରକାର ପ୍ରମୁଖଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । Important: Unauthorized Copying Prohibited
This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.
For permissions or inquiries, please contact us directly.