ଭାରତ ଏକ ସଂସ୍କୃତି ସମ୍ପନ୍ନ ଦେଶ, ତେଣୁ ଗଳ୍ପକଥନ ମାଧ୍ୟମରେ ନୈତିକ ଶିକ୍ଷା ପ୍ରଦାନ ଓ ସୃଜନଶୀଳତାର ବିକାଶ ପାଇଁ ନୂତନ ଶିକ୍ଷା ନୀତି ଆଧାରିତ ‘ସାହିତ୍ୟ ସୃଜନୀ ‘ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କ ପ୍ରତିଭାର ଉନ୍ମେଷ ଓ ବିକାଶ ଦିଗରେ ମଞ୍ଚାସୀନ ଅତିଥି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ କର୍ମଚାରୀ ସମେତ ମାୟାଧର ଦଳେଇ, ମୋତିନ୍ଦୁ ଶେଖର ନାଏକ, ସୁଜାତା ହୋତା, ଅଞଳା ପରମଗୁରୁ ଆଦି ସହଯୋଗ କରିଥିଲେ । ପରିଶେଷରେ ଧନଞ୍ଜୟ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଆଗାମୀ ସମୟରେ ଏକ ‘ପ୍ରାଚୀର ପତ୍ର’ ଉନ୍ମୋଚନର ଯୋଜନା ପ୍ରସ୍ତୁତ କରିଥିଲେ ।Important: Unauthorized Copying Prohibited
This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.
For permissions or inquiries, please contact us directly.