ସହାୟକ ଜିଲ୍ଲାପାଳ ସନ୍ତୋଷ ବେହେରାଙ୍କ ବଦଳି

0
51

ଟିଟିଲାଗଡ଼,୨୨/୦୨/୨୦୨୫,(ଜେଏନ୍ଏସ୍) ଟିଟିଲାଗଡ଼ ସହାୟକ ଜିଲ୍ଲାପାଳ ସନ୍ତୋଷ ବେହେରା (ଓ.ଆର୍.ଏସ୍.)ଙ୍କ ଦେଓଗାଁ ଅତିରିକ୍ତ ତହସିଲଦାର ଭାବରେ ବଦଳି ହୋଇଛି । ଶ୍ରୀ ବେହେରା ଗତ ସାଧାରଣ ନିର୍ବାଚନ ପୂର୍ବରୁ ଟିଟିଲାଗଡ଼କୁ ସହାୟକ ଜିଲ୍ଲାପାଳ ଭାବରେ ଆସି କାର୍ଯ୍ୟରେ ଯୋଗଦେଇଥିଲେ । ପୂର୍ବରୁ ସେ ଟିଟିଲାଗଡ଼ ପୌର ଅଧିକାରୀ ଭାବରେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ । ଦେଓଗାଁ ଅତିରିକ୍ତ ତହସିଲଦାର ଭାବରେ ତାଙ୍କୁ ବଦଳି କରାଯିବା ନେଇ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟରୁ ଏକ ଅଫିସ ଅର୍ଡର ଜାରି କରାଯାଇଛି । 

LEAVE A REPLY

Please enter your comment!
Please enter your name here