ଟିଟିଲାଗଡ଼ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଜନ୍ମଦିବସ ପାଳିତ

0
71

ଟିଟିଲାଗଡ଼ ୧୯/୬(ଜେଏନ୍ଏସ୍), ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ରାହୁଲ ଗାନ୍ଧଙ୍କ ଜନ୍ମ ଦିବସ ପାଳନ ହୋଇଯାଇଛି। କଂଗ୍ରେସ ଯୁବନେତା ତଥା ବିଧାନସଭା ପ୍ରାର୍ଥୀ ବିରେନ୍ଦ୍ର ବାଗଙ୍କ ସହ ବହୁ ଦଳୀୟକର୍ମୀ ରାହୁଲଙ୍କ ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା କରି ତାଙ୍କ ଜନ୍ମ ଦିବସ ପାଳନ କରିଥିଲେ ।କାର୍ଯ୍ୟକ୍ରମରେ ଡମ୍ବରୁ ଛତ୍ରୀୟା, ମାଗନ ନାଗ, ମାଧବ ତାଣ୍ଡି, ସିଦ୍ଧାର୍ଥ ଭୋଇ, ସୁବାସ ଛତର, କାର୍ତ୍ତିକ ଲୁହା, ତୁସୁ ରାଜ ମହାନନ୍ଦ, ରଞ୍ଜିତ ଵେନିଆ, କୁନା ସାହୁ ପ୍ରମୁଖଙ୍କ ସହ ବହୁ ଦଳିତ କର୍ମୀ ଉପସ୍ଥିତ ଥିଲେ। 

LEAVE A REPLY

Please enter your comment!
Please enter your name here