ବିଜେପି ପ୍ରାର୍ଥୀଙ୍କ ପକ୍ଷରୁ ମାରାଥନ ପ୍ରଚାର

ଟିଟିଲାଗଡ ଜେଏନ୍ଏସ୍, ଟିଟିଲାଗଡ ବିଜେପି ପ୍ରାର୍ଥୀ ନବୀନ ଜୈନ ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ଜୁରାବନ୍ଧ ଓ ଟିକ୍ରାପଡା ପଞ୍ଚାୟତ ର ବିଭିନ୍ନ ଗ୍ରାମ ରେ ମାରାଥନ ପ୍ରଚାର କରିଛନ୍ତି।ସଦ୍ୟ ବିଜେପି ରେ ସାମିଲ ହୋଇଥିବା ପୂର୍ବତନ ବିଧାୟକ ଯଜ୍ଞସ୍ୱର ବାବୁ ଓ ବିଧାୟକ ପ୍ରାର୍ଥୀ ନବୀନ ଜୈନ ଗୁନ୍ଦାମୁଣ୍ଡା,

କେଓମାଲ,ନୁଆମୁଣ୍ଡା,ଖର୍ସେଲବାଞ୍ଜି, ଡୁକେର ଚରଚରା,କଦଳୀ ମୁଣ୍ଡା,ସାଇମରା,ମେରାବାହାଲ ଆଦି ଗ୍ରାମ ରେ ବିଭିନ୍ନ ସଭା ଆୟୋଜିତ କରି ଜୋରଦାର ପ୍ରଚାର କରିଥିଲେ।ଯୁବ ଆଇନଜୀବୀ ଗୌର ଚନ୍ଦ୍ର ରାଜପାଲିଆ ବିଭିନ୍ନ ସ୍ଥାନରେ ସଭା ପରିଚାଳନା କରିଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁଃଖିଶ୍ୟାମ ପାତ୍ର, ଓବିସୀ ମୋର୍ଚ୍ଚା ସଭାପତି ଅକ୍ଷୟ ରଣା ପ୍ରମୁଖ ଙ୍କ ସହ ବହୁ ସଂଖ୍ୟାରେ ସମର୍ଥକ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles