ରେଳ ଧାରଣାରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

0
94

ଟିଟିଲାଗଡ଼,୧୫/୧୧,(ଜେଏନ୍ଏସ୍) ଟିଟିଲାଗଡ଼ ଜି.ଆର୍.ପି. ଥାନା ଅନ୍ତର୍ଗତ କତରକେଲା ରେଳ ଧାରଣା ମଧ୍ୟରୁ ଏକ ଅଜଣା ମହିଳାଙ୍କ ମୃତଦେହ ରେଳବାଇ ପୁଲିସ ଉଦ୍ଧାର କରିଛି । ମୃତ ମହିଳାଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇ ବିକୃତ ହୋଇଯାଇଥିବା ଯୋଗୁଁ  ତାଙ୍କ ପରିଚୟ ମିଳିପାରି ନ ଥିବା ସୂଚନା ମିଳିଛି । ତେବେ ମୃତ ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ଏ ନେଇ ରେଳବାଇ ପୁଲିସ ଅନୁସନ୍ଧାନ ଜାରି ରଖିଛି । 

LEAVE A REPLY

Please enter your comment!
Please enter your name here