ଅପରାଧ
ସଇଁତଳାରେ ବିଜେପି ବିଜେଡି ଗୋଷ୍ଠୀ ସଂଘର୍ଷ… ବିଜେଡି ପକ୍ଷରୁ ଥାନା ଘେରାଉ, ୬ ଗିରଫ
ସଇଁତଳା,୦୩/୦୭ (ଜେଏନ୍ଏସ୍), ସଦ୍ୟ ସମାପ୍ତ ହୋଇଥିବା ନିର୍ବାଚନ ପରେ ମଧ୍ୟ ନିର୍ବାଚନୀ ତାତି ସଇଁତଳାରେ ଦେଖିବାକୁ ମିଳିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଉଭୟ ବିଜେପି ବିଜେଡି ଗୋଷ୍ଠୀର ଯୁବକମାନେ ପରସ୍ପରକୁ ଆକ୍ରମଣ...
ରକ୍ତ ସମ୍ପର୍କରେ ଛିଟା… ଜମି ବିବାଦକୁ ନେଇ ବୃଦ୍ଧ ବାପାଙ୍କୁ ପେଟ୍ରୋଲ ଢ଼ାଳି ହତ୍ୟା କଲା ପୁଅ
ଟିଟିଲାଗଡ଼,୨୫/୬(ଜେଏନ୍ଏସ୍), ସାଂପ୍ରତିକ ସମାଜରେ ଧନ ସମ୍ପତ୍ତି ତୁଳନାରେ ରକ୍ତ ସମ୍ପର୍କ ଯେ କେତେ ମୂଲ୍ୟହୀନ ତାହାର ନିଚ୍ଛକ ଉଦାହରଣ ଟିଟିଲାଗଡ଼ ଥାନା ଅନ୍ତର୍ଗତ ଦର୍ଲୋ ଗ୍ରାମରେ ଘଟିଥିବା ଅଭାବନୀୟ ଘଟଣାରେ ଦେଖିବାକୁ ମିଳିଛି...
ଟିଟିଲାଗଡ଼ରେ ୧ କ୍ଵିଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ସହ କାର ଓ ବାଇକ ଜବତ
ଟିଟିଲାଗଡ଼ (ଜେଏନ୍ଏସ୍), ଟିଟିଲାଗଡ଼ ସହର ତଥା ଆଖପାଖ ଗ୍ରାମାଞ୍ଚଳରେ ଦିନକୁଦିନ ଗଞ୍ଜେଇ ମାଫିଆଙ୍କ କଳାସାମ୍ରାଜ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦ୍ଭୌଗଳିକ ଦୃଷ୍ଟିକୋଣରୁ ଟିଟିଲାଗଡ଼ ସହର ସହ ସୀମାନ୍ତ ଜିଲ୍ଲାଗୁଡିକର ଉତ୍ତମ ସଂଯୋଗ...
ଅନୈତିକ ପ୍ରେମସମ୍ପର୍କରୁ ହତ୍ୟା… ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ
ଟିଟିଲାଗଡ଼ (ଜେଏନ୍ଏସ୍), ଗୁରୁବାର ପବିତ୍ର ସାବିତ୍ରୀବ୍ରତ ପାଳନ ଅବସରରେ ସାରା ରାଜ୍ୟ ଉତ୍ସବମୁଖର ଥିବାବେଳେ ସ୍ଵାମୀ ହତ୍ୟାକାରୀ ସ୍ତ୍ରୀ ଜେଲ ଯିବା ଘଟଣା ଟିଟିଲାଗଡ଼ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ ଟିଟିଲାଗଡ଼...
ଧାନମଣ୍ଡି କର୍ମଚାରୀଙ୍କୁ ହତ୍ୟା ଅଭିଯୋଗ
ଟିଟିଲାଗଡ଼(ଜେଏନ୍ଏସ୍), ଟିଟିଲାଗଡ଼ ଥାନା ଅନ୍ତର୍ଗତ ବିଜେପୁର ଧାନମଣ୍ଡିରେ କାର୍ଯ୍ୟରତ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଥୁବଡିଙ୍ଗ ଗ୍ରାମ ନିବାସୀ ଦୁର୍ବଳ ମାଝିଙ୍କ ପୁତ୍ର...