Tuesday, September 16, 2025

ଟିଟିଲାଗଡ଼

ନିଲମ୍ବିତ ଅଧିକାରୀଙ୍କୁ ଟାଟା ପାୱାରର ଅନୁକମ୍ପା ; କାର୍ଯ୍ୟାନୁଷ୍ଠାନ ବଦଳରେ ଥଇଥାନ ।

ଟିଟିଲାଗଡ଼,୨୭/୦୨/୨୦୨୫,(ଜେଏନ୍ଏସ୍) କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାରେ ଜେଲ ଯାଇ ଜାମିନରେ ଆସିଥିବା ତଥା ନିଲମ୍ବିତ ଥିବା ଟାଟା ପାୱାରର ୨ ଜଣ ଅଧିକାରୀଙ୍କୁ ବିଭାଗୀୟ ଅନୁକମ୍ପା ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି...

ସଇଁତଳାରେ ମହାଶିବରାତ୍ରି ମେଳା ଆରମ୍ଭ ।

ସଇଁତଳା,୨୭/୦୨/୨୦୨୫,(ଜେଏନ୍ଏସ୍) ସଇଁତଳାରେ ଭୂତେଶ୍ୱର ବାବା ପୀଠ ପ୍ରାଙ୍ଗଣରେ ମହାଶିବରାତ୍ରି ମେଳା ଆରମ୍ଭ ହୋଇଛି । ମହାଶିବରାତ୍ରି ଅବସରରେ ଅନୁଷ୍ଠିତ ମେଳାରେ ଆୟୋଜକ କମିଟି ପକ୍ଷରୁ ୫ ଦିନ ପର୍ଯ୍ୟନ୍ତ ହେବାକୁଥିବା ବିଭିନ୍ନ ସାଂସ୍କୃତିକ...

ଅସଂଖ୍ୟ ଭକ୍ତଙ୍କ ଗହଣରେ ଉଠିଲା ମହାଦୀପ ; ଟିଟିଲାଗଡ ମହାଶିବରାତ୍ରି ମେଳା ଆରମ୍ଭ ।

ଟିଟିଲାଗଡ଼,୨୭/୦୨/୨୦୨୫,(ଜେଏନ୍ଏସ୍) ମହାଶିବରାତ୍ରୀ ଅବସରରେ ଧବଳେଶ୍ଵର ମହାପ୍ରଭୁଙ୍କ ଜାଗର ମହାଦୀପ ଅସଂଖ୍ୟ ଭକ୍ତଙ୍କ ଗହଣରେ ଉଠିଛି । ଏଥିସହ ବହୁ ପୁରାତନ ଐତିହ୍ୟ ସମ୍ପନ୍ନ ମହାଶିବରାତ୍ରୀ ମେଳା କୁମୁଡ଼ା ପାହାଡ଼ ଗୁମ୍ଫା ସ୍ଥିତ ଧବଳେଶ୍ଵର...

ମହାଶିବରାତ୍ରି ପାଇଁ ବନ୍ଦ ରହିବ ମଦଦୋକାନ

ଟିଟିଲାଗଡ଼,୨୫/୦୨/୨୦୨୫,(ଜେଏନ୍ଏସ୍) ଐତିହ୍ୟ ସମ୍ପନ୍ନ ମହାଶିବରାତ୍ରି ପାଇଁ ସହରର ସମସ୍ତ ମଦ ଦୋକାନ ବନ୍ଦ ରହିବା ନେଇ ବଲାଙ୍ଗିର ଜିଲ୍ଲାପାଳ ଏକ ଆଦେଶ ଜାରି କରିଛନ୍ତି । ପବିତ୍ର ମହାଶିବରାତ୍ରିରେ ସରକାରଙ୍କ ଏହିଭଳି ନିଷ୍ପତ୍ତିକୁ ବୁଦ୍ଧିଜୀବୀ...

କୁରସୁଡ଼କୁ ବ୍ଲକ ମାନ୍ୟତା ଦାବୀ; ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ।

ଟିଟିଲାଗଡ଼,୨୨/୦୨/୨୦୨୫,(ଜେଏନ୍ଏସ୍) କୁରୁସୁଡ଼ ପଞ୍ଚାୟତକୁ ବ୍ଲକ ମାନ୍ୟତା ପ୍ରଦାନ ଦାବୀ ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । କୁରୁସୁଡ଼ ବ୍ଲକ କ୍ରିୟାନୁଷ୍ଠାନ କମିଟି ଉପଦେଷ୍ଟା ମୁକେଶ ଜୈନ...

Popular

Subscribe

spot_imgspot_img

Important: Unauthorized Copying Prohibited

This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.

For permissions or inquiries, please contact us directly.