ଟିଟିଲାଗଡ଼
ନିମ୍ନମାନର ରାସ୍ତାକାମକୁ ବିରୋଧ କରିବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ଟିଟିଲାଗଡ଼,୧୬/୬(ଜେଏନ୍ଏସ୍), ଟିଟିଲାଗଡ଼ ଥାନା ଅନ୍ତର୍ଗତ ଖୋଲାନ ପଞ୍ଚାୟତ ଜାମପଡ଼ା ଗାଁ ରେ ନିମ୍ନମାନର ରାସ୍ତାକାମର ବିରୋଧକୁ ନେଇ ସ୍ଥାନୀୟ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ...
ଖୋଲାନ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଫାର୍ମାସିଷ୍ଟଙ୍କ ଅକାଳ ବିୟୋଗ
ଟିଟିଲାଗଡ଼ (ଜେଏନ୍ଏସ୍ )୧୧/୬, ଟିଟିଲାଗଡ଼ ଥାନା ଅନ୍ତର୍ଗତ ଖୋଲାନ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟ ଭାବରେ କାର୍ଯ୍ୟରତ ବୀର କିଶୋର ବେହେରା (୪୯)ଙ୍କ ଅକାଳ ବିୟୋଗ ଘଟିଛି । ସ୍ଵର୍ଗତ ବେହେରା କାର୍ଯ୍ୟାଳୟରେ...
ଲାୟନ୍ସ କ୍ଲବର ୪୫ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ । ଚଳିତ ବର୍ଷ ପାଇଁ ଗଙ୍ଗାଧର ସଭାପତି ଓ ଆବାସ ସମ୍ପାଦକ ।
ଟିଟିଲାଗଡ଼ (ଜେଏନ୍ଏସ୍), ସ୍ଥାନୀୟ ଗୋବିନ୍ଦ ବାଟିକା ପରିସରରେ ଶନିବାର ସନ୍ଧ୍ୟାରେ ଲାୟନ୍ସ କ୍ଲବର ୪୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିସହ ଚଳିତବର୍ଷ ପାଇଁ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ...
ବଜରଙ୍ଗ ଦଳ ଓଡ଼ିଶା ପଶ୍ଚିମ ପ୍ରାନ୍ତୀୟ ସୌର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ
ଟିଟିଲାଗଡ଼ (ଜେଏନ୍ଏସ୍), ଟିଟିଲାଗଡ଼ ଚାରଭଟ୍ଟା ସ୍ଥିତ ଓମଭେଲି ସ୍କୁଲ ପରିସରରେ ସପ୍ତାହବ୍ୟାପି ଚାଲିଥିବା ବଜରଙ୍ଗ ଦକ ପଶ୍ଚିମ ପ୍ରାନ୍ତୀୟ ସୌର୍ଯ୍ୟ ପ୍ରଶିକ୍ଷଣ ବର୍ଗ ଉଦଯାପିତ ହୋଇ ଯାଇଛି।ଚଳିତ ବର୍ଷ ଟିଟିଲାଗଡ ବଜରଙ୍ଗଦଳ ପକ୍ଷରୁ...
ଅନୈତିକ ପ୍ରେମସମ୍ପର୍କରୁ ହତ୍ୟା… ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ
ଟିଟିଲାଗଡ଼ (ଜେଏନ୍ଏସ୍), ଗୁରୁବାର ପବିତ୍ର ସାବିତ୍ରୀବ୍ରତ ପାଳନ ଅବସରରେ ସାରା ରାଜ୍ୟ ଉତ୍ସବମୁଖର ଥିବାବେଳେ ସ୍ଵାମୀ ହତ୍ୟାକାରୀ ସ୍ତ୍ରୀ ଜେଲ ଯିବା ଘଟଣା ଟିଟିଲାଗଡ଼ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ ଟିଟିଲାଗଡ଼...