ଆଞ୍ଚଳିକ
ରେଳ ପ୍ରକଳ୍ପ ପାଇଁ ଜନ ଶୁଣାଣି
ଟିଟିଲାଗଡ଼,୧୦.୦୪.୨୦୨୫(ଜେଏନ୍ଏସ୍), ଖଜୁରୀପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଉପଜିଲ୍ଲାପାଳ ରେହାନ ଖତ୍ରୀଙ୍କ ଅଧ୍ୟକ୍ଷତାରେ ଜମି ଅଧିଗ୍ରହଣ ପାଇଁ ଅଧିସୂଚନା ଉପରେ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା । ସ୍ଵତନ୍ତ୍ର ରେଳ ପ୍ରକଳ୍ପ ରହେନଭଟାରୁ ସିକିର...
ସମର୍ଥକଙ୍କ ସହ ପଦ୍ମ ଧରିଲେ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ
ଟିଟିଲାଗଡ଼,୧୦.୦୪.୨୦୨୫(ଜେଏନଏସ), ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାୟକ ନିଜ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ପରିସରରେ ବୁଧବାର ଆୟୋଜିତ ମିଶ୍ରଣ ପର୍ବରେ ବିଧାୟକ ନବୀନ ଜୈନ...
ଟାଟା ପାୱାର ଟିଟିଲାଗଡ଼ ଡିଭିଜନର ସଂଗ୍ରହ ଲକ୍ଷ୍ୟ ପୁରଣ
ଟିଟିଲାଗଡ଼,୦୮.୦୪.୨୦୨୫(ଜେ.ଏନ୍.ଏସ୍.), ଟାଟା ପାୱାର ଟିଟିଲାଗଡ଼ ଡିଭିଜନ ଆର୍ଥିକ ବର୍ଷରେ ନିର୍ଦ୍ଧାରିତ ସଂଗ୍ରହ ଲକ୍ଷ୍ୟ ପୁରଣ କରିବା ସହ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଟିଟିଲାଗଡ଼ ଡିଭିଜନ ଅନ୍ତର୍ଗତ ୪ଟି ସବ ଡ଼ିଭିଜନ...
ଟିଟିଲାଗଡ଼ ଧବଳେଶ୍ଵରପୀଠକୁ ସାଂସଦ ଓ ଗବେଷକଙ୍କ ଆଗମନ
ଟିଟିଲାଗଡ଼,୦୮.୦୪.୨୦୨୫(ଜେ.ଏନ୍.ଏସ୍.), ଐତିହ୍ୟ ସମ୍ପନ୍ନ ଟିଟିଲାଗଡ଼ ଧବଳେଶ୍ଵରପୀଠକୁ ସୋମବାର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ସହ ଗବେଷକ ଦୈତାରି ମହାପାତ୍ର ଗବେଷଣା ପାଇଁ ଆଗମନ କରିଥିଲେ । କୋଶଳ ରାଜବଂଶର ଇତିହାସ ସହ ସଂପୃକ୍ତ...
ବିଶ୍ଵହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ରାମ ନବମୀ ଉତ୍ସବ ପାଳିତ ।
ଟିଟିଲାଗଡ଼,୦୭.୦୪.୨୦୨୫(ଜେ.ଏନ୍.ଏସ୍.), ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଟିଟିଲାଗଡ଼ ଶାଖା ପକ୍ଷରୁ ପବିତ୍ର ରାମ ନବମୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ହିନ୍ଦୁ ଏକତାର ଏହି ମହାନ ପର୍ବ ଅବସରରେ...