Friday, October 31, 2025

ଆଞ୍ଚଳିକ

ଟିଟିଲାଗଡ଼ରେ ବିଜେପି ଯୁବନେତାଙ୍କୁ ଆକ୍ରମଣ

ଟିଟିଲାଗଡ଼ (ଜେଏନ୍ଏସ୍), ଫେସବୁକରେ କମେଣ୍ଟକୁ ନେଇ ସ୍ଥାନୀୟ ବିଜେପି ଯୁବନେତା ବିଜୟ ମେହେରଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ସର୍ଗିଗୁଡ଼ା ମେହେର ପଡ଼ା ନିବାସୀ ବିଜୟ ମେହେର ରବିବାର...

ଟିଟିଲାଗଡ ଡିଏଭି କଲେଜର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାଫଳ ପ୍ରକାଶିତ

ଟିଟିଲାଗଡ଼ (ଜେଏନଏସ), ଟିଟିଲାଗଡ଼ ଡିଏଭି ସ୍ଵଂୟ ଶାସିତ ମହାବିଦ୍ୟାଳୟର ୨୦୨୩-୨୦୨୪ ଶିକ୍ଷାବର୍ଷର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାଫଳ ଶନିବାର ପ୍ରକାଶିତ ହୋଇଛି । ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ କୁଳପତିଙ୍କ ଅନୁମୋଦନକ୍ରମେ ମହାବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ...

ସହରବାସୀଙ୍କ ପାଇଁ ମରୀଚିକା ପାଲଟିଛି ୧୩୨ କେଭିର ଗ୍ରୀଡ୍ ସ୍ଥାପନା

ଟିଟିଲାଗଡ଼ (ଜେଏନଏସ), ଟିଟିଲାଗଡ଼ ସହର ମଧ୍ୟରେ ୧୩୨ କେଭି ଗ୍ରୀଡ୍ ସ୍ଥାପନା କରିବାକୁ ଦୀର୍ଘଦିନ ଧରି ଦାବୀ ହୋଇଆସୁଛି। ଜିଲ୍ଲା ମାନ୍ୟତା ପାଇଁ ସମସ୍ତ ଯୋଗ୍ୟତା ରଖୁଥିବା ଟିଟିଲାଗଡ଼ ସହରବାସୀଙ୍କ ଏହି ଦାବୀ...

ଅଂଶୁଘାତରେ ମାନସିକ ବିକୃତ ବ୍ୟକ୍ତିଙ୍କ ମୃତ୍ୟୁ

ଟିଟିଲାଗଡ଼,୨୯/୫ (ଜେଏନ୍ଏସ୍), ଟିଟିଲାଗଡ଼ ସହରରେ ତାପମାତ୍ରା ବୃଦ୍ଧି ପାଇ ଗୁରୁବାର ୪୬ ଡିଗ୍ରୀରେ ପହଞ୍ଚିଛି। ଫଳରେ ସହରରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଜି(ବୁଧବାର) ଅଂଶୁଘାତରେ ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କ ମୃତ୍ୟୁ...

୪୬ ଡିଗ୍ରୀରେ ପହଞ୍ଚିଲା ଟିଟିଲାଗଡ଼ର ପାରଦ

ଟିଟିଲାଗଡ଼,୨୯/୫ (ଜେଏନ୍ଏସ୍), ରାଜ୍ୟର ଉତ୍ତପ୍ତ ସହର ତଥା ତତଲାଗଡ଼ ଭାବରେ ପରିଚିତ ଟିଟିଲାଗଡ଼ର ପାରଦ ବୃଦ୍ଧି ପାଇ ଆଜି ୪୬ ଡିଗ୍ରୀରେ ପହଞ୍ଚିଛି । ଗୁରୁବାର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଭାବରେ...

Popular

Subscribe

spot_imgspot_img

Important: Unauthorized Copying Prohibited

This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.

For permissions or inquiries, please contact us directly.