Sunday, September 14, 2025

ଆଞ୍ଚଳିକ

ରେଳ ଧାରଣାରୁ ଅଜଣା ଯୁବକଙ୍କ ଶବ ଉଦ୍ଧାର

ଟିଟିଲାଗଡ଼,୨୯/୦୬/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ଜି.ଆର୍.ପି. ପକ୍ଷରୁ ଶନିବାର ଏକ ଅଜଣା ଯୁବକର ଶବ ଜବତ ହୋଇଛି । ସୂଚନା ଅନୁଯାୟୀ କେସିଙ୍ଗା ସ୍ଥିତ ରେଳୟାର୍ଡ ନିକଟ ମାଇଲଖୁଣ୍ଟ ୨୧୫/୪୦ ନିକଟସ୍ଥ ରେଳଧାରଣାରେ ଜଣେ ଯୁବକ ମାଲବାହୀ...

ଟିଟିଲାଗଡ଼ ପର୍ଶୁରାମ ଭବନ ଉଦଘାଟିତ

ଟିଟିଲାଗଡ଼,୨୮/୦୬/୨୦୨୫(ଜେ.ଏନ୍.ଏସ୍.), ଟିଟିଲାଗଡ଼ ବ୍ରାହ୍ମଣ ସମାଜର ସ୍ଥାୟୀ କାର୍ଯ୍ୟାଳୟ ତଥା ସଭାଗୃହ 'ପର୍ଶୁରାମ ଭବନ' ଉଦଘାଟିତ ହୋଇଯାଇଛି । ବ୍ରାହ୍ମଣ ସମାଜ ସଭାପତି ସୁବୋଧ ଦାସଙ୍କ ସଭାପତିତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନବୀନ...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିବସ ପାଳିତ

ଟିଟିଲାଗଡ଼,୨୭/୦୬/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ନେତୃତ୍ୱରେ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ବିଧାୟକ ଶ୍ରୀ...

ମୁକୁଳା ଟ୍ରାନ୍ସଫର୍ମର ଯୋଗୁଁ ଅଘଟଣ : ବିଦ୍ୟୁତ ସଂସ୍ପର୍ଶରେ ଆସି ଗର୍ଭିଣୀ ଗାଈର ମୃତ୍ୟୁ

ଟିଟିଲାଗଡ଼,୨୭/୦୬/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସିହିନୀ ଗ୍ରାମରେ ଥିବା ମୁକୁଳା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଏକ ଗର୍ଭିଣୀ ଗାଈର ମୃତ୍ୟୁ ଘଟିଛି । ଘଟଣାକୁ ନେଇ  ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବା ସହ ସଂପୃକ୍ତ...

ରୋଗୀଙ୍କ ମୁହଁରେ ହସ ଫୁଟାଇଛି ଭୌତିକ ଚିକିତ୍ସା

ଟିଟିଲାଗଡ଼,୨୬/୦୬/୨୦୨୫(ଜେ.ଏନ୍.ଏସ୍.), ଟିଟିଲାଗଡ଼ ସରକାରୀ ଉପଖଣ୍ଡ ଡାକ୍ତରଖାନାରେ  ଉପଲବ୍ଧ ଭୌତିକ ଚିକିତ୍ସା ସେବା ଉତ୍କୃଷ୍ଟ ସେବା ପ୍ରଦାନ ସହ ରୋଗୀଙ୍କ ମୁହଁରେ ହସ ଫୁଟାଇବାରେ ସକ୍ଷମ ହୋଇଛି । ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ...

Popular

Subscribe

spot_imgspot_img

Important: Unauthorized Copying Prohibited

This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.

For permissions or inquiries, please contact us directly.