ଆଞ୍ଚଳିକ
ଅସଂଖ୍ୟ ଭକ୍ତଙ୍କ ଗହଣରେ ଉଠିଲା ମହାଦୀପ ; ଟିଟିଲାଗଡ ମହାଶିବରାତ୍ରି ମେଳା ଆରମ୍ଭ ।
ଟିଟିଲାଗଡ଼,୨୭/୦୨/୨୦୨୫,(ଜେଏନ୍ଏସ୍) ମହାଶିବରାତ୍ରୀ ଅବସରରେ ଧବଳେଶ୍ଵର ମହାପ୍ରଭୁଙ୍କ ଜାଗର ମହାଦୀପ ଅସଂଖ୍ୟ ଭକ୍ତଙ୍କ ଗହଣରେ ଉଠିଛି । ଏଥିସହ ବହୁ ପୁରାତନ ଐତିହ୍ୟ ସମ୍ପନ୍ନ ମହାଶିବରାତ୍ରୀ ମେଳା କୁମୁଡ଼ା ପାହାଡ଼ ଗୁମ୍ଫା ସ୍ଥିତ ଧବଳେଶ୍ଵର...
ମହାଶିବରାତ୍ରି ପାଇଁ ବନ୍ଦ ରହିବ ମଦଦୋକାନ
ଟିଟିଲାଗଡ଼,୨୫/୦୨/୨୦୨୫,(ଜେଏନ୍ଏସ୍) ଐତିହ୍ୟ ସମ୍ପନ୍ନ ମହାଶିବରାତ୍ରି ପାଇଁ ସହରର ସମସ୍ତ ମଦ ଦୋକାନ ବନ୍ଦ ରହିବା ନେଇ ବଲାଙ୍ଗିର ଜିଲ୍ଲାପାଳ ଏକ ଆଦେଶ ଜାରି କରିଛନ୍ତି । ପବିତ୍ର ମହାଶିବରାତ୍ରିରେ ସରକାରଙ୍କ ଏହିଭଳି ନିଷ୍ପତ୍ତିକୁ ବୁଦ୍ଧିଜୀବୀ...
କୁରସୁଡ଼କୁ ବ୍ଲକ ମାନ୍ୟତା ଦାବୀ; ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ।
ଟିଟିଲାଗଡ଼,୨୨/୦୨/୨୦୨୫,(ଜେଏନ୍ଏସ୍) କୁରୁସୁଡ଼ ପଞ୍ଚାୟତକୁ ବ୍ଲକ ମାନ୍ୟତା ପ୍ରଦାନ ଦାବୀ ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । କୁରୁସୁଡ଼ ବ୍ଲକ କ୍ରିୟାନୁଷ୍ଠାନ କମିଟି ଉପଦେଷ୍ଟା ମୁକେଶ ଜୈନ...
ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ ; ୩ ବାଇକ ସହ ୫ ଜୁଆରୀ ଗିରଫ ।
ଟିଟିଲାଗଡ଼,୨୨/୦୨/୨୦୨୫,(ଜେଏନ୍ଏସ୍)ଟିଟିଲାଗଡ଼ ପୁଲିସ ପକ୍ଷରୁ ଗତ ବିଳମ୍ବିତ ରାତିରେ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୫ ଜଣ ଜୁଆରୀଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ କିଛିଦିନ ଧରି କୁମୁଡ଼ା ପାହାଡ଼...
ସହାୟକ ଜିଲ୍ଲାପାଳ ସନ୍ତୋଷ ବେହେରାଙ୍କ ବଦଳି
ଟିଟିଲାଗଡ଼,୨୨/୦୨/୨୦୨୫,(ଜେଏନ୍ଏସ୍) ଟିଟିଲାଗଡ଼ ସହାୟକ ଜିଲ୍ଲାପାଳ ସନ୍ତୋଷ ବେହେରା (ଓ.ଆର୍.ଏସ୍.)ଙ୍କ ଦେଓଗାଁ ଅତିରିକ୍ତ ତହସିଲଦାର ଭାବରେ ବଦଳି ହୋଇଛି । ଶ୍ରୀ ବେହେରା ଗତ ସାଧାରଣ ନିର୍ବାଚନ ପୂର୍ବରୁ ଟିଟିଲାଗଡ଼କୁ ସହାୟକ ଜିଲ୍ଲାପାଳ ଭାବରେ...