ଆଞ୍ଚଳିକ
ସହାୟକ ଜିଲ୍ଲାପାଳ ସନ୍ତୋଷ ବେହେରାଙ୍କ ବଦଳି
ଟିଟିଲାଗଡ଼,୨୨/୦୨/୨୦୨୫,(ଜେଏନ୍ଏସ୍) ଟିଟିଲାଗଡ଼ ସହାୟକ ଜିଲ୍ଲାପାଳ ସନ୍ତୋଷ ବେହେରା (ଓ.ଆର୍.ଏସ୍.)ଙ୍କ ଦେଓଗାଁ ଅତିରିକ୍ତ ତହସିଲଦାର ଭାବରେ ବଦଳି ହୋଇଛି । ଶ୍ରୀ ବେହେରା ଗତ ସାଧାରଣ ନିର୍ବାଚନ ପୂର୍ବରୁ ଟିଟିଲାଗଡ଼କୁ ସହାୟକ ଜିଲ୍ଲାପାଳ ଭାବରେ...
ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ
ଟିଟିଲାଗଡ଼,୨୧/୦୨/୨୦୨୫,(ଜେଏନ୍ଏସ୍),ଟିଟିଲାଗଡ଼ ଷ୍ଟେସନରୁ ରାୟପୁର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଛି । ସୂଚନା ଅନୁଯାୟୀ ଟିଟିଲାଗଡ଼ ରେଳଷ୍ଟେସନରୁ ରାତି ୮:୩୦ ଘଣ୍ଟା ସମୟରେ ରାୟପୁର ଯାଉଥିବା ୫୯...
ସରକାରୀ ମହିଳା ସ୍ନାତକ ମହାବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ
ଟିଟିଲାଗଡ଼,୨୧/୦୨/୨୦୨୫,(ଜେଏନ୍ଏସ୍),ଟିଟିଲାଗଡ଼ ସରକାରୀ ସ୍ନାତକ ମହାବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ "ଅରୁଣିମା" ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମିନୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୌରଅଧ୍ୟକ୍ଷା ମମତା ଦେବୀ ଜୈନ ମୁଖ୍ୟଅତିଥି,...
ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଧାରଣା
ଟିଟିଲାଗଡ଼,୨୧/୦୨/୨୦୨୫,(ଜେଏନ୍ଏସ୍), ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ବେଲଗାଁ ରେଞ୍ଜ ଠାରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ୧୨ ମାସ କାର୍ଯ୍ୟ ବୃଦ୍ଧି ନେଇ ଧାରଣା ପ୍ରଦର୍ଶନ କରାଯାଇଛି।
ବିଭାଗ ପକ୍ଷରୁ...
ସକାଳେ କାଟିଲେ ରାତିରେ ଯୋଡିଲେ
ଟିଟିଲାଗଡ଼,୨୧/୦୨/୨୦୨୫,(ଜେଏନ୍ଏସ୍),ଟାଟା ପାୱାର ପକ୍ଷରୁ ବୁଧବାର ସରକାରୀ ଜମିରେ ଟ୍ରାନସଫର୍ମର ବସାଯାଇ ବିଦ୍ୟୁତ ସଂଯୋଗ ନେଇଥିବା ଅଭିଯୋଗରେ ୨ ଟି ବ୍ୟାଙ୍କ ଓ ଗୋଟିଏ ମଲ୍ ର ବିଦ୍ୟୁତ ସଂଯୋଗ କଟା ଯାଇଥିଲା ।...