ଆଞ୍ଚଳିକ
ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ମାମଲା ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ଟିଟିଲାଗଡ଼,୨୦/୦୨/୨୦୨୫,(ଜେଏନ୍ଏସ୍), ଟିଟିଲାଗଡ଼ ବ୍ଲକ ରାଜନୀତିକୁ ନେଇ ବିଜେଡି, ବିଜେପି ବିବାଦ ତୀବ୍ର ହେବାରେ ଲାଗିଛି । ଦିନକ ପୂର୍ବରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଅଧ୍ୟକ୍ଷା ନିଜ ସମର୍ଥକଙ୍କ ସହ ବିଧାୟକ ଓ...
ବିଶାଲ ମେଗାମାର୍ଟ ସହ ୨ ବ୍ୟାଙ୍କର ବିଦ୍ୟୁତ ସଂଯୋଗ କାଟିଲା ଟାଟା ପାୱାର
ଟିଟିଲାଗଡ଼,୨୦/୦୨/୨୦୨୫,(ଜେଏନ୍ଏସ୍), ପୌର ପରିଷଦ ଅନ୍ତର୍ଗତ ସରକାରୀ ଜମିରେ ବିଦ୍ୟୁତ ବିଭାଗ ପକ୍ଷରୁ ଟ୍ରାନସପର୍ମର ବସାଯାଇ ୨ଟି ବ୍ୟାଙ୍କ ଓ ବ୍ୟବସାୟୀକ ଅନୁଷ୍ଠାନକୁ ବିଦ୍ୟୁତ ସଂଯୋଗ କରାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି...
ଅଣସଙ୍ଗଠିତ ଶ୍ରମିକ ସଚେତନା ଶିବିର
ଟିଟିଲାଗଡ଼,୧୯/୦୨/୨୦୨୫,(ଜେଏନ୍ଏସ୍),ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ମହୁଲପଡ଼ା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅଗ୍ରଣୀ ବେସରକାରୀ ଅନୁଷ୍ଠାନ ଆକ୍ସନ୍ଏଡ୍ ଓ ଜନ ଜାଗରଣ ଦାଦନ ସଂଘ ପକ୍ଷରୁ ଅଣସଂଘଠିତ ଶ୍ରମିକ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି ।...
ଡ଼ିଏଭି କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ମହେନ୍ଦ୍ର ମହାନ୍ତିଙ୍କ ପରଲୋକ
ଟିଟିଲାଗଡ଼,୧୯/୦୨/୨୦୨୫,(ଜେଏନ୍ଏସ୍), ଟିଟିଲାଗଡ଼ ଡିଏଭି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ମହେନ୍ଦ୍ର ପ୍ରସାଦ ମହାନ୍ତି (୮୧)ଙ୍କ ପରଲୋକ ଘଟିଛି । ସ୍ୱର୍ଗତ ମହାନ୍ତି ଜଣେ କର୍ତ୍ତବ୍ୟନିଷ୍ଟ ଓ ଆଦର୍ଶ ପ୍ରାଧ୍ୟାପକ ଭାବରେ ବେଶ ପରିଚିତ...
ଟିଟିଲାଗଡ଼ରେ ନୂତନ ଏସ୍.ଡି.ପି.ଓ.ଙ୍କ ଯୋଗଦାନ
ଟିଟିଲାଗଡ଼,୧୯/୦୨/୨୦୨୫,(ଜେଏନ୍ଏସ୍), ଟିଟିଲାଗଡ଼ ନୂତନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବରେ ଯଶୋବନ୍ତ ନାରାୟଣ ପ୍ରଧାନୀ ମଙ୍ଗଳବାର କାର୍ଯ୍ୟରେ ଯୋଗଦେଇଛନ୍ତି । ଟିଟିଲାଗଡ଼ ଦାୟିତ୍ୱରେ ଥିବା କଣ୍ଟାବାଞ୍ଜି ଏସ୍.ଡି.ପି.ଓ. ଗୌରାଙ୍ଗ ସାହୁଙ୍କ ଠାରୁ ଶ୍ରୀ ପ୍ରଧାନି...