ଆଞ୍ଚଳିକ
ଟିଟିଲାଗଡ଼ ୧୯୮୫ ମ୍ୟାଟ୍ରିକ ବ୍ୟାଚର ବନ୍ଧୁ ମିଳନ
ଟିଟିଲାଗଡ଼,୧୨/୦୨/୨୦୨୫,(ଜେଏନ୍ଏସ୍),ଟିଟିଲାଗଡ଼ ସହର ନିକଟସ୍ଥ ଝାରଦେବନ୍ଧ ଠାରେ ସ୍ଥାନୀୟ ସରକାରୀ ବାଳକ ହାଇସ୍କୁଲ ୧୯୮୫ ବ୍ୟାଚ୍ ର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ସ୍ଥାନରୁ ସମସ୍ତ ବନ୍ଧୁ ଏକତ୍ରିତ ହୋଇ ...
ଭକ୍ତ ଚରଣ ଦାସ ପି.ସି.ସି. ସଭାପତି ନିଯୁକ୍ତ
ଟିଟିଲାଗଡ଼,୧୧/୦୨/୨୦୨୫,(ଜେଏନ୍ଏସ୍), ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ ରାଜ୍ୟ ପି.ସି.ସି. ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି । ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାଜୁର୍ନ ଖର୍ଗେ ଶ୍ରୀ ଦାସଙ୍କୁ ରାଜ୍ୟ...
ଶିରିଡି ସାଇବାବା ମନ୍ଦିର ପ୍ରତିଷ୍ଠା ଉତ୍ସବ
ଟିଟିଲାଗଡ଼,୧୧/୦୨/୨୦୨୫,(ଜେଏନ୍ଏସ୍), ଟିଟିଲାଗଡ଼ ଶିରିଡି ସାଇ ସଂସ୍ଥାନ ପକ୍ଷରୁ ସହରର ମୁଡ଼ାବନ୍ଧ ନିକଟରେ ଶିରିଡି ସାଇବାବା ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଗୁରୁ ଚନ୍ଦ୍ରଭାନୁ ଶତପଥୀ ଯୋଗଦେଇ...
ସାମ୍ବିଧାନିକ ଅଧିକାର ସଚେତନତା ଶିବିର
ଟିଟିଲାଗଡ଼,୧୦/୦୨/୨୦୨୫,(ଜେଏନ୍ଏସ୍),ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ଠାରେ ଆକ୍ସନଏଡ୍ ଅନୁଷ୍ଠାନ ପକ୍ଷରୁ ଦୁଇ ଦିନିଆ ସାମ୍ବିଧାନିକ ଅଧିକାର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ମାନବ ଅଧିକାର କର୍ମୀଙ୍କ ପାଇଁ ଉଦ୍ଧିଷ୍ଟ ଏହି...
ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ଯାତ୍ରୀ ହନ୍ତସନ୍ତ
ଟିଟିଲାଗଡ଼,୧୦/୦୨/୨୦୨୫,(ଜେଏନ୍ଏସ୍),ଟିଟିଲାଗଡ଼ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ-୮, ଠିକାଦାର ପଡ଼ା ଠାରେ ଦୀର୍ଘଦିନ ଧରି ରାସ୍ତା ମଝିରେ ବିଦ୍ୟୁତ୍ ଖୁଣ୍ଟ ରହିଥିବା ଯୋଗୁଁ ସମ୍ପୂର୍ଣ ରାସ୍ତା ଅକାମୀ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି ।...