Thursday, October 30, 2025

ଆଞ୍ଚଳିକ

ସାମ୍ବାଦିକ ସଂଘ ପକ୍ଷରୁ ନୂତନ ଥାନାଧିକାରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ସଇଁତଳା,୧୯/୯(ଜେଏନଏସ),ସଇଁତଳା କାର୍ଯ୍ୟରତ ସାମ୍ବାଦିକ ସଂଘ ପକ୍ଷରୁ ଶୁକ୍ରବାର ନୂତନ ଥାନା ଅଧିକାରୀ ରଶ୍ମିତା ବେହେରା ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଓଡ଼ିଶା ସାମ୍ବାଦିକ ସଂଘ ସମ୍ପାଦକ ପ୍ରମୋଦ ସେଲମା ଓ ବ୍ଲକ...

ନବୀନ ଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଟିଟିଲାଗଡ,୧୯/୯(ଜେଏନଏସ),ଟିଟିଲାଗଡ ବିଧାୟକ ନବୀନ ଜୈନ ଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠରେ ସମ୍ବର୍ଦ୍ଧିତ କରିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ ତମ ଜନ୍ମ ଦିବସ ଅବସରରେ ବିଧାୟକ...

ବିଜେପୁର ସ୍କୁଲ ରେ “ଏକ ପେଡ଼ ମା କେ ନାମ ସ୍ଵତନ୍ତ୍ର ବୃକ୍ଷ ରୋପଣ” କାର୍ଯ୍ୟକ୍ରମ

ଟିଟିଲାଗଡ,୧୭/୯(ଜେଏନଏସ),ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିଜେପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ"ଏକ ପେଡ ମା କେ ନାମ" ସ୍ଵତନ୍ତ୍ର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସନ୍ତୋଷ ମେହେର...

ଟିଟିଲାଗଡ ରେ ମେଗା ରକ୍ତଦାନ ଶିବିର,୧୪୦୦ ୟୁନିଟ ରକ୍ତ ସଂଗ୍ରହ

ଟିଟିଲାଗଡ,୧୭/୯(ଜେଏନଏସ),ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ ତମ ଜନ୍ମ ଦିବସ ଅବସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ବିଧାୟକ ନବୀନ ଜୈନ ଙ୍କ ନେତୃତ୍ୱରେ...

ଗ୍ରୀନଫିଲ୍ଡ ଷ୍ଟ୍ରିଟ ଲାଇଟ୍ ଆଲୋକି କରଣ ପ୍ରକଳ୍ପ ଉଦଘାଟିତ

ଟିଟିଲାଗଡ,୧୫/୯(ଜେଏନଏସ), ଟିଟିଲାଗଡ ପୌରପରିଷଦ ପକ୍ଷରୁ ସହର ଉପାନ୍ତରେ ଥିବା ମାତୃ ଓ ଶିଶୁ ଡାକ୍ତରଖାନା ରାସ୍ତା ରେ ଗ୍ରୀନଫିଲ୍ଡ ଷ୍ଟ୍ରିଟ ଲାଇଟ୍ ଆଲୋକିକରଣ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି।ଆୟୋଜିତ ଉଦଘାଟନୀ ଉତ୍ସବରେ ଟିଟିଲାଗଡ ବିଧାୟକ...

Popular

Subscribe

spot_imgspot_img

Important: Unauthorized Copying Prohibited

This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.

For permissions or inquiries, please contact us directly.