ଆଞ୍ଚଳିକ
ନୂଆଖାଇରେ ଦାଦନଙ୍କ ଘର ବାହୁଡ଼ା
ଟିଟିଲାଗଡ଼,୦୬/୦୯,(ଜେଏନଏସ), ମାଟିର ପର୍ବ ନୂଆଖାଇ ପାଇଁ ରାଜ୍ୟ ବାହାରୁ ଦାଦନଙ୍କ ଘର ବାହୁଡ଼ା ଆରମ୍ଭ ହୋଇଛି । ଭାଇଚାରାର ବାର୍ତ୍ତା ବହନ କରୁଥିବା ଗଣପର୍ବ ନୂଆଖାଇ ପେଟପାଇଁ ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟରେ...
ଲୋକୋ ପାଇଲଟ ନିଖୋଜ ଜିଆରପି ଥାନାରେ ମାମଲା ରୁଜୁ
ଟିଟିଲାଗଡ଼,୦୬/୦୯,(ଜେଏନଏସ), ଟିଟିଲାଗଡ଼ ରେଳ ବିଭାଗରେ କାର୍ଯ୍ୟରତ ଲୋକୋ ପାଇଲଟ ରଙ୍ଗବହାଦୁର ସିଂ ନିଖୋଜ ଥିବା ନେଇ ସ୍ଥାନୀୟ ଜିଆରପି ଥାନାରେ ଏକ ମାମଲା ରୁଜୁ ହୋଇଛି । ଏପରିକି ନିଖୋଜ ଲୋକୋ ପାଇଲଟଙ୍କ...
ମାହାଙ୍ଗା ବିଧାୟକଙ୍କ ମନ୍ତବ୍ୟକୁ ରାଜ୍ୟ ସରପଞ୍ଚ ସଂଘର ନିନ୍ଦା
ଟିଟିଲାଗଡ଼,୦୫ /୦୯,(ଜେଏନଏସ), ବିଧାନସଭାରେ ଗ୍ରାମ ପଞ୍ଚାୟତ ତଥା ସରପଞ୍ଚଙ୍କ ବିରୋଧରେ ମାହାଙ୍ଗା ସ୍ୱାଧୀନ ବିଧାୟକ ସାରଦା ପ୍ରଧାନ ଦେଇଥିବା ମନ୍ତବ୍ୟକୁ ରାଜ୍ୟ ସରପଞ୍ଚ ମହାସଙ୍ଘ ଦୃଢ ନିନ୍ଦା କରିଛି । ଗୋଟିଏ କାମକୁ...
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଟିଟିଲାଗଡ଼ରେ ଗୁରୁଦିବସ ପାଳନ
ଟିଟିଲାଗଡ଼,୦୫ /୦୯,(ଜେଏନଏସ), ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଗୁରୁଦିବସ ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପ୍ରାକ୍ତନ...
ନିଖୋଜ ଫାଇନାନ୍ସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର
ସଇଁତଳା,୦୨/୦୯,(ଜେଏନଏସ),ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ବଡ଼ମାଳ ଫାଣ୍ଡି ଅନ୍ତର୍ଗତ କାଲକୁଟ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ଥିବା ଏକ ଶବକୁ ପୁଲିସ ଉଦ୍ଧାର କରିଛି । ଘଟଣାକୁ ନେଇ ପୁଲିସ ପକ୍ଷରୁ...