ଆଞ୍ଚଳିକ
ଡିଜିଟାଲ ଫସଲ ସର୍ବେକ୍ଷଣ ତାଲିମ ଶିବିର ଉଦଘାଟିତ
ସଇଁତଲା (ଜେଏନଏସ), ବଲାଙ୍ଗୀର ଜିଲ୍ଲା ସଇଁତଲା କୃଷି ବିଭାଗ କାର୍ଯାଳୟ ପରିସରରେ ଦ୍ୱୀ ଦିବସୀୟ ଡିଜିଟାଲ ଫସଲ ସର୍ବେକ୍ଷଣ ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପେନ୍ଦ୍ର ମାଝୀ...
ଟିଟିଲାଗଡ଼ରେ ମେଗା ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଉଦଯାପିତ
ଟିଟିଲାଗଡ଼,୧୧/୦୮(ଜେଏନ୍ଏସ୍) : ରାଜସ୍ଥାନୀ ଫାଉଣ୍ଡେସନ ଓ ରୋଟାରି କ୍ଲବ ପକ୍ଷରୁ ସହରର ଡି ଏନ୍ ରିସୋର୍ଟ ପରିସରରେ ଚାଲିଥିବା ୨ ଦିନିଆ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ରବିବାର ଉଦଯାପିତ ହୋଇଛି ।...
ବିଧାୟକଙ୍କ ଦ୍ଵାରା କାଉଡ଼ିଆଙ୍କୁ ଅନ୍ନପ୍ରସାଦ ବଣ୍ଟନ
ଟିଟିଲାଗଡ଼,୧୧/୦୮ (ଜେଏନ୍ଏସ୍) : ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ମନ୍ଦିର ପରିସରରେ ଶ୍ରାବଣ ମାସ ସୋମବାରରେ ଜଳଲାଗି କରିବାକୁ କାଉଡ଼ିଆଙ୍କ ଭିଡ଼ ଲାଗିରହିଥିବା ଦେଖିବାକୁ ମିଳିଛି । ଏହି ଅବସରରେ ସ୍ଥାନୀୟ ବିଧାୟକ...
ଜାତିଆଣ ଆକ୍ଷେପ ଅଭିଯୋଗରେ ଯୁବକ ଗିରଫ
ସଇଁତଳା,୧୦/୦୮(ଜେଏନ୍ଏସ୍) : ସଇଁତଲା ଥାନା ଅନ୍ତର୍ଗତ କେରମେଲି ପଞ୍ଚାୟତ ଲାଚୁଟ ଗାଁ ନିବାସୀ ଶରତ ସାହୁ (୩୪)ଙ୍କୁ ଜାତିଆଣଭାବ ଆକ୍ଷେପ ଅଭିଯୋଗରେ ସଇଁତଳା ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ ଆଦିବାସୀ...
ଜାତୀୟ କୃମିନାଶକ ଦିବସ ପାଳିତ
ସଇଁତଳା,୧୦/୦୮(ଜେଏନ୍ଏସ୍) : ସଇଁତଳା ପଞ୍ଚାୟତ ବେସିସ ସ୍କୁଲ ପରିସରରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଜାତୀୟ କୃମିନାଶକ ଦିବସ ପାଳିତ ହୋଇଯାଇଛି । ଆଇସିଡିଏସ୍ ବିଭାଗର ସିଡିପିଓ ଗୋଲାପୀ ନାଏକଙ୍କ ନିର୍ଦେଶ...