ଆଞ୍ଚଳିକ
ତେରାପନ୍ଥ ମହିଳା ମଣ୍ଡଳ ପକ୍ଷରୁ “ଏକ କଦମ ସ୍ୱାବଲମ୍ବନ କି ୱର” କାର୍ଯ୍ୟକ୍ରମ
ଟିଟିଲାଗଡ଼,୧୮/୦୭ (ଜେଏନ୍ଏସ୍) : ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ତେରାପନ୍ଥ ମହିଳା ମଣ୍ଡଳ ପକ୍ଷରୁ "ଏକ କଦମ ସ୍ଵାବଲମ୍ବନ କି ୱର"କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଟିଟିଲାଗଡ଼ ପୌର...
ଜମି ବିବାଦକୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମୁଖରେ ଧାରଣା
ଟିଟିଲାଗଡ଼,୧୮/୦୭ (ଜେଏନ୍ଏସ୍) : ଏକ ଜମି ବିବାଦକୁ ନେଇ ପୀଡ଼ିତା ପରିବାର ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଛନ୍ତି । ସୂଚନା ଅନୁଯାୟୀ ସଇଁତଳା ତହସିଲ ଅନ୍ତର୍ଗତ ସଇଁତଲା ଗ୍ରାମର...
ଜମି ବିବାଦକୁ ନେଇ ବୃଦ୍ଧ ବାପାଙ୍କୁ ପେଟ୍ରୋଲ ଢ଼ାଳି ହତ୍ୟା ଘଟଣା : ହତ୍ୟାକାରୀ ପୁଅ ଗିରଫ
ଟିଟିଲାଗଡ଼,୧୮/୦୭ (ଜେଏନ୍ଏସ୍) : ଟିଟିଲାଗଡ଼ ଥାନା ଅନ୍ତର୍ଗତ ଦର୍ଲୋ ଗ୍ରାମ ଠାରେ ଜମିବାଡ଼ି ବିବାଦକୁ ନେଇ ଘଟିଥିବା ଘଟଣାରେ ହତ୍ୟାକାରୀ ପୁଅକୁ ଗୁରୁବାର ଟିଟିଲାଗଡ଼ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି...
ସଇଁତଳାରେ ବିଜେପିର ବନ୍ଧୁ ମିଳନ
ସଇଁତଳା,୧୭/୦୭(ଜେଏନ୍ଏସ୍):ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଇଁତଳା ନାରୀକଟା ଠାରେ ସ୍ଥାନୀୟ ବିଜେପି ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ବିଜେପି ନେତା ଡୋଳାମଣି ବସ୍ତିଆଙ୍କ ସଭାପତିତ୍ଵ ରେ...
ପ୍ରଫେସର ନାରାୟଣ ପୃଷେଠ୍ଙ୍କ ‘ମୁଦ୍ରା ଓ ଅର୍ଥନୀତି’ ପୁସ୍ତକ ଲୋକାର୍ପିତ
ବଲାଙ୍ଗିର,୧୭/୦୭(ଜେଏନ୍ଏସ୍): ସ୍ଥାନୀୟ ସାମ୍ବାଦିକ ଭବନଠାରେ ସ୍ମୃତିବିନ୍ଦୁ ଫାଉଣ୍ଡେସନ୍ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଏକ ଆଲୋଚନାଚକ୍ର ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି । ବୀରେନ୍ଦ୍ର କୁମାର ଝାଙ୍କରଙ୍କ ସଂଯୋଜନା କ୍ରମେ ଅନୁଷ୍ଠିତ...