ଆଞ୍ଚଳିକ
ଉପଖଣ୍ଡ ସ୍ତରୀୟ କ୍ରୀଡାଙ୍ଗନ ପ୍ରଶିକ୍ଷଣ ଶିବିର ଉଦଘାଟିତ
ସଇଁତଳା,୦୩/୦୭ (ଜେଏନ୍ଏସ୍), ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଉପଖଣ୍ଡ ସ୍ତରୀୟ କ୍ରୀଡାଙ୍ଗନ ଶିକ୍ଷକ ଶିବିର ଉଦଘାଟିତ ହୋଇଯାଇଛି। ଆୟୋଜିତ ଦ୍ଵି-ଦିବସୀୟ ପ୍ରଶିକ୍ଷଣ ଶିବିରରେ ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ୫ ଟି ବ୍ଲକର...
ଟିଟିଲାଗଡ଼ରେ ୭୫ ତମ ବନମହୋତ୍ସବ ସପ୍ତାହ ପାଳନ
ଟିଟିଲାଗଡ଼,୦୩/୦୭ (ଜେଏନ୍ଏସ୍), ବଲାଙ୍ଗିର ବନଖଣ୍ଡ ଟିଟିଲାଗଡ଼ ବନାଞ୍ଚଳ ଅନ୍ତର୍ଗତ ବାନ୍ଦୁପଲା କୁପଲା ନଗର ଠାରେ ୭୫ ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ...
ଟିଟିଲାଗଡ଼ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ଟିଟିଲାଗଡ଼,୦୨/୦୭ (ଜେଏନ୍ଏସ୍), ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ରଥଯାତ୍ରାକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦଧିବାମନ ଟ୍ରଷ୍ଟ ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ରେହାନ ଖେତ୍ରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ...
ବ୍ଲକ ସ୍ତରୀୟ ଛାତ୍ରକ୍ଲବ ସାହିତ୍ୟ ସୃଜନୀ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ
ଟିଟିଲାଗଡ଼,୦୨/୦୭ (ଜେଏନ୍ଏସ୍), ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ନାରେନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ତିନି ଦିନିଆ "ସାହିତ୍ୟ ସୃଜନୀ" ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । 'ମୋ ସ୍କୁଲ...
ଅଜଣା ଗାଡ଼ି ଧକ୍କାରେ ୨ ଯୁବକ ଗୁରୁତର
ସଇଁତଳା,୦୧/୦୭ (ଜେଏନ୍ଏସ୍), ସଇଁତଳା ଥାନା ଅନ୍ତର୍ଗତ କରେଲଧୁଆ ଓଭର ବ୍ରିଜ ନିକଟରେ ସୋମବାର ଆପରାହ୍ଣରେ ଏକ ଅଜଣା ଗାଡ଼ି ଧକ୍କାଦେବା ଫଳରେ ୨ ଜଣ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ...