ଆଞ୍ଚଳିକ
ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁଲାଇରୁ ଆରମ୍ଭ ହେବ ଜନ-ଅଭିଯୋଗ ଶୁଣାଣି ଶିବିର
ଟିଟିଲାଗଡ଼,୨୮/୬ (ଜେଏନ୍ଏସ୍), ଚଳିତ ବର୍ଷ ସାଧାରଣ ନିର୍ବାଚନ ନିମନ୍ତେ ସ୍ଥଗିତ ଥିବା ଜନ-ଶୁଣାଣି ଶିବିର ଆସନ୍ତା ଜୁଲାଇ ମାସ ପହିଲାରୁ ପୁଣିଥରେ ଆରମ୍ଭ ହେବ । ସାଧାରଣ ପ୍ରଶାସନ ଏବଂ ଜନସାଧାରଣ ଅଭିଯୋଗ...
ରେଳ ମନ୍ତ୍ରଣାଳୟ ଦ୍ୱାରା ଟିଟିଲାଗଡ଼ ଠାରେ ରେଳ ଫ୍ଲାଏ ଓଭର ନିର୍ମାଣ ପାଇଁ ୧୮୩.୮୯ କୋଟି ଟଙ୍କା ମଞ୍ଜୁର
ଟିଟିଲାଗଡ଼,୨୬/୬(ଜେଏନ୍ଏସ୍), ପୂର୍ବ ତଟ ରେଳପଥର ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ଟିଟିଲାଗଡ଼ ଜଙ୍କସନ ଷ୍ଟେସନରେ ବୃଦ୍ଧି ପାଉଥିବା ରେଳ ଚଳାଚଳ ଏବଂ ଯାତାୟାତକୁ ଦୃଷ୍ଟିରେ ରଖି ରାୟପୁର-ବିଜୟନଗରମ, ଟିଟିଲାଗଡ଼-ସମ୍ବଲପୁର ଓ ସମ୍ବଲପୁର-ରାୟପୁର ରେଳ...
ଟିଟିଲାଗଡ଼ ରେଳଷ୍ଟେସନରେ ମୌଳିକ ସୁବିଧା ଉପଲବ୍ଧ କରାଇବାକୁ ରେଳ ପ୍ରବନ୍ଧକଙ୍କୁ ବିଧାୟକଙ୍କ ଦାବୀ
ଟିଟିଲାଗଡ଼,୨୬/୬(ଜେଏନ୍ଏସ୍), ପୂର୍ବତଟ ରେଳବାଇ ପ୍ରବନ୍ଧକ ଶ୍ରୀ ପରମେଶ୍ଵର ଫଙ୍କୱାଲ ବୁଧବାର ବିଭାଗୀୟ ଟିଟିଲାଗଡ଼ ଗସ୍ତରେ ଆସି ବିଭିନ୍ନ ନିର୍ମାଣଧିନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଅବସରରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ...
ରକ୍ତ ସମ୍ପର୍କରେ ଛିଟା… ଜମି ବିବାଦକୁ ନେଇ ବୃଦ୍ଧ ବାପାଙ୍କୁ ପେଟ୍ରୋଲ ଢ଼ାଳି ହତ୍ୟା କଲା ପୁଅ
ଟିଟିଲାଗଡ଼,୨୫/୬(ଜେଏନ୍ଏସ୍), ସାଂପ୍ରତିକ ସମାଜରେ ଧନ ସମ୍ପତ୍ତି ତୁଳନାରେ ରକ୍ତ ସମ୍ପର୍କ ଯେ କେତେ ମୂଲ୍ୟହୀନ ତାହାର ନିଚ୍ଛକ ଉଦାହରଣ ଟିଟିଲାଗଡ଼ ଥାନା ଅନ୍ତର୍ଗତ ଦର୍ଲୋ ଗ୍ରାମରେ ଘଟିଥିବା ଅଭାବନୀୟ ଘଟଣାରେ ଦେଖିବାକୁ ମିଳିଛି...
ଟିଟିଲାଗଡ଼ରେ ଭାରତ ବିକାଶ ପରିଷଦ ପକ୍ଷରୁ ମହିଳା ସହଭାଗିତା କାର୍ଯ୍ୟକ୍ରମ
ଟିଟିଲାଗଡ଼ ୨୪/୬(ଜେଏନଏସ), ଭାରତ ବିକାଶ ପରିଷଦ ଟିଟିଲାଗଡ଼ ଶାଖା ପକ୍ଷରୁ ମହିଳା ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ମହିଳା ଓ ବାଳବିକାଶ ସଚୀବ ଗୀତାଞ୍ଜଳି ଭୋଇଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଶାଖା...