ଜିଲ୍ଲା
୪୬ ଡିଗ୍ରୀରେ ପହଞ୍ଚିଲା ଟିଟିଲାଗଡ଼ର ପାରଦ
ଟିଟିଲାଗଡ଼,୨୯/୫ (ଜେଏନ୍ଏସ୍), ରାଜ୍ୟର ଉତ୍ତପ୍ତ ସହର ତଥା ତତଲାଗଡ଼ ଭାବରେ ପରିଚିତ ଟିଟିଲାଗଡ଼ର ପାରଦ ବୃଦ୍ଧି ପାଇ ଆଜି ୪୬ ଡିଗ୍ରୀରେ ପହଞ୍ଚିଛି । ଗୁରୁବାର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଭାବରେ...
ଟିଟିଲାଗଡ଼ରେ ଅବ୍ୟବସ୍ଥିତ ଆମିଷ ବଜାର… ଖତ ଖାଉଛି ନବନିର୍ମିତ ଆମିଷ ଭେଣ୍ଡିଂ ଜୋନ୍
ଟିଟିଲାଗଡ଼,୨୯/୫ (ଜେଏନ୍ଏସ୍), ଟିଟିଲାଗଡ଼ ସହର ମଧ୍ୟରେ ବିଭିନ୍ନ ସ୍ଥାନରେ ଅବ୍ୟବସ୍ଥିତ ଭାବରେ ଦୀର୍ଘଦିନ ଧରି ଆମିଷ ବଜାର ଚାଲିଛି । ଆମିଷ ଦୋକାନ ଗୁଡ଼ିକ ସହର ମଧ୍ୟରେ ମନଇଚ୍ଛା ଖୋଲାଯାଇ ସହରର ସୌନ୍ଦର୍ଯ୍ୟ...
ଯୁକ୍ତ ଦୁଇ ପରୀକ୍ଷାରେ ଟପ୍ପର ହେଲେ ଡିଏଭି କଲେଜ ଛାତ୍ରୀ ତନୁଶ୍ରୀ
ଟିଟିଲାଗଡ଼,୨୮/୫ (ଜେଏନଏସ), ଓଡ଼ିଶା ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାରେ ଟିଟିଲାଗଡ଼ ଡିଏଭି କଲେଜର ଛାତ୍ରୀ ତନୁଶ୍ରୀ ମିଶ୍ର କଲେଜ ଟପ୍ପର ହୋଇଛନ୍ତି ।...
ଅବସରପ୍ରାପ୍ତ କର୍ଣ୍ଣେଲ ସରୋଜ ପାଢ଼ୀଙ୍କ ପରଲୋକ
ଟିଟିଲାଗଡ଼,୨୮/୫ (ଜେଏନଏସ), ଟିଟିଲାଗଡ଼ ହାଟପଦା ପଡ଼ା ନିବାସୀ ସ୍ଵର୍ଗତ ମହାଦେବ ପାଢ଼ୀଙ୍କ ଜ୍ୟେଷ୍ଠ ପୁତ୍ର ତଥା ଭାରତୀୟ ସେନାର ଅବସରପ୍ରାପ୍ତ କର୍ଣ୍ଣେଲ ସରୋଜ ପାଢ଼ୀ(୬୫)ଙ୍କ ପରଲୋକ ଘଟିଛି। ସ୍ଵର୍ଗତ ପାଢ଼ୀ ଭାରତୀୟ ସେନାରୁ...
ଅଞ୍ଚଳବାସୀଙ୍କ ସ୍ୱପ୍ନ ସାକାର ହେଉଛି… ମେଣ୍ଡା ହାଇସ୍କୁଲ ଓ ଏମ୍.ବି.ଆର. କଲେଜ ରେଜଲ୍ଟରେ ଝିଅଙ୍କ କମାଲ
ବଲାଙ୍ଗିର,୨୭/୫ (ଜେଏନଏସ),ସାହିତ୍ୟ,ସଂସ୍କୃତି ଓ କଳାର ମାଟି ମେଣ୍ଡା ଗଡଜାତ ଅଞ୍ଚଳରେ ଶିକ୍ଷାର ବିକାଶ ହୋଇଛି। ଏକଦା ଏହି ଅଞ୍ଚଳରୁ ପାଠ ପଢିବା ପାଇଁ ବାହାର ସ୍କୁଲ କଲେଜକୁ ଯିବାକୁ ପଡୁଥିବା ବେଳେ ବର୍ତ୍ତମାନ...