Sunday, September 14, 2025

ଜିଲ୍ଲା

ଏଲ୍ଆଇସି ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ

ଟିଟିଲାଗଡ(ଜେଏନ୍ଏସ୍),୦୯/୦୭/୨୫: ଭାରତୀୟ ଜୀବନ ବୀମା ନିଗମ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ଭାରତ ବନ୍ଦ ଆନ୍ଦୋଳନରେ ସାମିଲ ହୋଇଛି । ଏହିପରିପ୍ରେକ୍ଷିରେ ସଂଘର ଟିଟିଲାଗଡ଼ ଶାଖା ସଭାପତି ଜ୍ୟୋତି କୁମାର...

ବନବିଭାଗର ୮୦୦ ଚାରା ନଷ୍ଟ ; ଅଭିଯୁକ୍ତ ଗିରଫ

ଟିଟିଲାଗଡ,୦୪/୦୭/୨୦୨୫,(ଜେ.ଏନ୍.ଏସ୍.),ଟିଟିଲାଗଡ଼ ବନାଞ୍ଚଳ ଅନ୍ତର୍ଗତ ସିଆଲଝୁଡୁଙ୍ଗି ଗ୍ରାମରେ ବନୀକରଣ ପାଇଁ ଖୋଳା ଯାଇଥିବା ୨୫୦୦ ଗାତକୁ ପୋତି ୮୦୦ରୁ ଉର୍ଦ୍ଧ ଚାରା ନଷ୍ଟ କରିଥିବା ଅଭିଯୋଗରେ ବନବିଭାଗ ସଂପୃକ୍ତ ଅଭିଯୁକ୍ତକୁ ଗରିଫକରି କୋର୍ଟ ଚାଲାଣ...

ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳିତ

ଟିଟିଲାଗଡ଼,୦୭/୦୭/୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଘଣ୍ଟବାହାଲି ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିତାମ୍ବର ଛତରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଷ୍ଟେଷ୍ଟ ବ୍ୟାଙ୍କ୍ କ୍ଷେତ୍ର...

ନାରେନ୍ ରେ ୭୬ତମ ବନମହୋତ୍ସବ ପାଳିତ

ଟିଟିଲାଗଡ଼,୦୬/୦୭/୨୦୨୫(ଜେଏନଏସ), ବଲାଙ୍ଗିର ବନଖଣ୍ଡ ଅନ୍ତର୍ଗତ ଟିଟିଲାଗଡ଼ ବନାଞ୍ଚଳ ପକ୍ଷରୁ ନାରେନ୍ ଗ୍ରାମ ଠାରେ ୭୬ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଟିଟିଲାଗଡ଼ ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ...

ସ୍କୁଲ ବ୍ୟବସ୍ଥା ସଜାଡ଼ିବାକୁ ବି.ଇ.ଓ.ଙ୍କ ନିର୍ଦ୍ଦେଶ

ଟିଟିଲାଗଡ,୦୪/୦୭/୨୦୨୫,(ଜେ.ଏନ୍.ଏସ୍.), ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲରେ ଲାଗିରହିଥିବା ଆନୁଷଙ୍ଗିକ ବ୍ୟବସ୍ଥା ସହ ମଧ୍ୟାହ୍ନ ଭୋଜନ ସଜାଡ଼ିବା ନେଇ ବ୍ଲକ ଶିକ୍ଷା ଅଧିକାରୀ ସମସ୍ତ ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।...

Popular

Subscribe

spot_imgspot_img

Important: Unauthorized Copying Prohibited

This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.

For permissions or inquiries, please contact us directly.