ଜିଲ୍ଲା
ଅନଲାଇନ କେନ୍ଦ୍ର ରେ ଛାତ୍ରଛାତ୍ରୀଙ୍କ ଆଡମିସନ ଟଙ୍କା ଆତ୍ମସାତ, ଥାନାରେ ମାମଲା ରୁଜୁ
ଟିଟିଲାଗଡ଼,୨୪/୦୮(ଜେଏନ୍ଏସ୍): ଟିଟିଲାଗଡ ଡି.ଏ.ଭି. କଲେଜ ସମ୍ମୁଖରେ ଥିବା ଏକ ଅନଲାଇନ କମ୍ପ୍ୟୁଟର ସେଣ୍ଟରରେ ଛାତ୍ରଛାତ୍ରୀଙ୍କ ଆଡ଼ମିଶନ ଟଙ୍କା ଆତ୍ମସାତ କରାଯାଇଥିବା ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ଆଡ଼ମିଶନ ପାଇଁ...
ସୌନ୍ଦର୍ଯ୍ୟ ପ୍ରସାଧନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଟିଟିଲାଗଡ଼,୨୪/୦୮(ଜେଏନ୍ଏସ୍): ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସରରେ ଶନିବାର ଏକ ସୌନ୍ଦର୍ଯ୍ୟ ପ୍ରସାଧନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ନିବାସୀ ଆନ୍ତର୍ଜାତୀୟ ମେକଅପ ଆର୍ଟିଷ୍ଟ ସ୍ନିଗ୍ଧା ପାଢ଼ୀ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରୀଙ୍କୁ...
ଆଧୁନିକ ସହର ହେବ ବଲାଙ୍ଗିର
ଟିଟିଲାଗଡ଼,୨୩/୦୮(ଜେଏନ୍ଏସ୍): ବଲାଙ୍ଗିର ସହରକୁ ଆଧୁନିକୀକରଣ କରିବାକୁ ସରକାରଙ୍କ ପ୍ରସ୍ତାବ ରହିଛି ଓ ଏନେଇ ଏକ ଘରୋଇସଂସ୍ଥାକୁ ମାଷ୍ଟରପ୍ଲାନ କରିବାକୁ ଦାୟୀତ୍ୱ ଦିଆଯାଇଛି ବୋଲି ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି...
ଟ୍ରୀ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଟିଟିଲାଗଡ଼,୨୩/୦୮(ଜେଏନ୍ଏସ୍): ସ୍ଥାନୀୟ ଅଗ୍ରଣୀ ଅନୁଷ୍ଠାନ 'ଟ୍ରୀ ଟ୍ରଷ୍ଟ' ପକ୍ଷରୁ ଶୁକ୍ରବାର ଜାତୀୟ ରାଜପଥ ୫୯ ବେଲପଡ଼ା ଗ୍ରାମ ନିକଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ମୁଖ୍ୟ ବି.ଡେଭିଡଙ୍କ ଦ୍ଵାରା ଆୟୋଜିତ...
ମିଲେଟ ଜୀବିକା ଉଦ୍ୟୋଗ ପ୍ରଶିକ୍ଷଣ ଶିବିର ଉଦଯାପିତ
ଟିଟିଲାଗଡ଼,୨୩/୦୮(ଜେଏନ୍ଏସ୍): ଟିଟିଲାଗଡ଼ ଦେସିଲ ସ୍ଥିତ ଆଶା ଅନୁଷ୍ଠାନ କାର୍ଯ୍ୟାଳୟ ପରିସରରେ ସପ୍ତାହ ବ୍ୟାପି ଚାଲିଥିବା ମିଲେଟ ଭିତ୍ତିକ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ନାବାର୍ଡ ଜିଲ୍ଲା ବିକାଶ ଅଧିକାରୀ...