ଜିଲ୍ଲା
ବିଧାନସଭାରେ କଳିକେଶଙ୍କ ଶାଣିତ ସ୍ୱର, ବିଭିନ୍ନ ସମସ୍ୟା ନେଇ ସରକାରଙ୍କୁ ପ୍ରଶ୍ନ
ବଲାଙ୍ଗିର,୨୩/୦୭ (ଜେଏନ୍ଏସ୍) : ଚଳିତ ବିଧାନସଭାରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ ଶାଣିତ ସ୍ୱର ଦେଖିବାକୁ ମିଳିଛି । ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ରାଜ୍ୟସରକାରଙ୍କୁ ସେ ଶାଣିତସ୍ୱରରେ ପ୍ରଶ୍ନ କରୁଥିବା...
ତିନି ଦିନିଆ ନୂଆଖାଇ ଛୁଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶଙ୍କ ଚିଠି
ବଲାଙ୍ଗିର,୨୩/୦୭ (ଜେଏନ୍ଏସ୍) : ପଶ୍ଚିମ ଓଡିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ୩ ଦିନିଆ ଛୁଟି ଘୋଷଣା କରିବାକୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ...
ନୁଆଁମୁଣ୍ଡା ଗାଁରେ ଘର ଭୁଷୁଡ଼ି ୩ ଜଣ ଗୁରୁତର
ସଇଁତଳା,୨୨/୦୭ (ଜେଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ନୁଆଁମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ଘର ଭୁଷୁଡ଼ି ଗୋଟିଏ ପରିବାରର ୩...
ମିଲେଟ ଭିତ୍ତିକ ଜୀବିକା ଉଦ୍ୟୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଟିଟିଲାଗଡ଼,୨୨/୦୭ (ଜେଏନ୍ଏସ୍) : ଟିଟିଲାଗଡ଼ ବ୍ଲକ ଦେଶିଲ ଗ୍ରାମ ସ୍ଥିତ ଆଶା କାର୍ଯ୍ୟାଳୟ ପରିସରରେ ସୋମବାର ମିଲେଟ୍ ଭିତ୍ତିକ ଜୀବିକା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବଲାଙ୍ଗିର ନାବାର୍ଡ ଡି.ଡି.ଏମ୍...
ସାମ୍ବାଦିକଙ୍କ ପିତୃ ବିୟୋଗ
ଟିଟିଲାଗଡ଼,୨୨/୦୭ (ଜେଏନ୍ଏସ୍) : ସ୍ଥାନୀୟ ସାମ୍ବାଦିକ ଜିତୁ ସାହୁଙ୍କ ପିତା ବଳରାମ ସାହୁ (୬୫)ଙ୍କ ରବିବାର ରାତି ତାଙ୍କ ସର୍ଗୀଗୁଡ଼ା ସ୍ଥିତ ବାସଭବନରେ ପରଲୋକ ଘଟିଛି । କିଛି ମାସ ଧରି ସେ...