Sunday, September 14, 2025

ଜିଲ୍ଲା

ଠକାମୀ ଅଭିଯୋଗରେ ୪ ଗିରଫ,୧୪ ଲକ୍ଷରୁ ଉର୍ଦ୍ଧ ଟଙ୍କା ଜବତ

ଟିଟିଲାଗଡ଼,୨୭/୦୭/୨୦୨୫(ଜେ.ଏନ୍.ଏସ୍.),ଅଧିକ ଟଙ୍କା ଦେବା ବଦଳରେ ୧୫ ଲକ୍ଷ ଟଙ୍କା ଠକି ନେଇଥିବା ୪ ଜଣ ଦୃର୍ବୁତ୍ତଙ୍କୁ ଟିଟିଲାଗଡ଼ ପୁଲିସ ଗିରଫ କରିଛି । ଏଥିସହ ସେମାନଙ୍କ ଠାରୁ ବିପୁଳ ଟଙ୍କା, ଗୋଟିଏ ସର୍ପିଓ...

ଅପହଞ୍ଚ ସରକାରୀ ଯୋଜନା; ଦାରିଦ୍ର୍ୟତାର କରୁଣ ଚିତ୍ର, ୨୦ ହଜାର ଟଙ୍କାରେ ନବ ଜାତ ଶିଶୁ କନ୍ୟାକୁ ବିକ୍ରିକଲେ ଦମ୍ପତି

ଟିଟିଲାଗଡ଼,୨୭/୦୭/୨୦୨୫(ଜେ.ଏନ୍.ଏସ୍.),ଗରିବଙ୍କ ପାଇଁ ଉଦ୍ଧିଷ୍ଟ ମାଳମାଳ ସରକାରୀ ଯୋଜନା କେତେ ସଫଳ ଏହାର ଏକ ନଗ୍ନଚିତ୍ର ସାମ୍ନାକୁ ଆସିଛି । ଦାଦନଗଡ଼ ଭାବରେ ପରିଚିତ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ପୂର୍ବରୁ ଶିଶୁ ବିକ୍ରି ...

କେନାଲ ପାର୍ଶ୍ଵ ରାସ୍ତା କାମରେ ବ୍ୟାପକ ଦୁର୍ନୀତି ନିମ୍ନମାନର କାମକୁ ନେଇ ତେଜୁଛି ଅସନ୍ତୋଷ

ଟିଟିଲାଗଡ଼,୨୭/୦୭/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ବାଞ୍ଜିପଦର ପଞ୍ଚାୟତ ଅନ୍ତର୍ଗତ ମାଥନପଲା ପ୍ରକଳ୍ପର କେନାଲ ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ମାଥନପଲା ପ୍ରକଳ୍ପ ଅନ୍ତର୍ଗତ କେନାଲର ପାର୍ଶ୍ଵ ରାସ୍ତା ନିର୍ମାଣ...

କୁମୁଡ଼ା ଗ୍ରାମ ହତ୍ୟାକାଣ୍ଡ ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଟିଟିଲାଗଡ଼,୨୬/୦୭/୨୦୨୫(ଜେ.ଏନ୍.ଏସ୍.), ଟିଟିଲାଗଡ଼ ଥାନା ଅଧିନସ୍ଥ କୁମୁଡ଼ା ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡ ମାମଲାର ଶୁଣାଣୀ କରି ଟିଟିଲାଗଡ଼ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସନ୍ଦୀପ କୁମାର ପଟ୍ଟନାୟକ ଅଭିଯୁକ୍ତକୁ ଆଜୀବନ କାରାବାସ ସହ...

ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ

ଟିଟିଲାଗଡ,୨୫/୦୭(ଜେଏନଏସ), ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ପାଇଁ ସ୍ଥାନୀୟ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ...

Popular

Subscribe

spot_imgspot_img

Important: Unauthorized Copying Prohibited

This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.

For permissions or inquiries, please contact us directly.