ଜିଲ୍ଲା
ଟିଟିଲାଗଡ଼ ହଜ ଫେରନ୍ତା ତୀର୍ଥଯାତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଟିଟିଲାଗଡ,୦୯/୦୭ (ଜେଏନ୍ଏସ୍), ଟିଟିଲାଗଡ଼ ମୁସଲିମ ସମ୍ପ୍ରଦାୟରୁ ଚଳିତ ବର୍ଷ ୧୧ ଜଣ ମକ୍କାକୁ ପବିତ୍ର ହଜ ଯାତ୍ରା କରିଥିଲେ । ମଙ୍ଗଳବାର ଏହି ହଜ ଯାତ୍ରୀମାନେ ସଫଳତାର ସହ ହଜ ଯାତ୍ରା ସମାପନ...
କୃଷକ କମ୍ପାନୀ ଦ୍ଵାରା ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଟିଟିଲାଗଡ,୦୮/୦୭ (ଜେଏନ୍ଏସ୍), ଟିଟିଲାଗଡ଼ ଦେସିଲ ସ୍ଥିତ ଆଶା କାର୍ଯ୍ୟାଳୟ ପରିସରରେ କୃଷକ ଉତ୍ପାଦକ କମ୍ପାନୀ ଲିଃ. ଓ ଆଶା ଅନୁଷ୍ଠାନ ଦିବ୍ୟାଙ୍ଗ ସଂଗଠନ ପକ୍ଷରୁ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନଙ୍କୁ ଭବ୍ୟ ସମ୍ବର୍ଦ୍ଧନା...
ପ୍ରଭାବତୀ ପବ୍ଲିକ ସ୍କୁଲ ପକ୍ଷରୁ ବୃକ୍ଷ ରୋପଣ
ଟିଟିଲାଗଡ,୦୮/୦୭ (ଜେଏନ୍ଏସ୍), ୭୫ ତମ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ସୋମବାର ସ୍ଥାନୀୟ ପ୍ରଭାବତୀ ପବ୍ଲିକ ସ୍କୁଲ ପକ୍ଷରୁ ବିଦ୍ୟାଳୟର ଖେଳ ପଡିଆ ଚତୁଃପାର୍ଶ୍ଵରେ ବୃକ୍ଷରୋପଣ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମ ପାଇଁ...
ସରକାରୀ ଆଦେଶର ଅବମାନନା : ରଥଯାତ୍ରାରେ ବେସରକାରୀ ସ୍କୁଲ ଖୋଲା
ଟିଟିଲାଗଡ,୦୮/୦୭ (ଜେଏନ୍ଏସ୍), ରାଜ୍ୟ ସରକାର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦୁଇ ଦିନ ସରକାରୀ ଛୁଟି ଘୋଷଣା କରିଥିବାବେଳେ ସ୍ଥାନୀୟ ବେସରକାରୀ ସ୍କୁଲରେ ଏହି ଆଦେଶର ଅବମାନନା ହୋଇଥିବା ଦେଖିବାକୁ ମିଳିଛି ।ଟିଟିଲାଗଡ଼...
ଟିଟିଲାଗଡ଼ ମହାରାଜ ସାଗରରୁ ଯୁବକଙ୍କ ମୃତ ଦେହ ଉଦ୍ଧାର
ଟିଟିଲାଗଡ,୦୮/୦୭ (ଜେଏନ୍ଏସ୍), ଟିଟିଲାଗଡ଼ ସହରର ମଧ୍ୟ ଭାଗରେ ଥିବା ମହାରାଜ ସାଗରରୁ ଭାସମାନ ଅବସ୍ଥାରେ ଥିବା ଏକ ଅଜଣା ମୃତଦେହକୁ ସ୍ଥାନୀୟ ପୁଲିସ ଉଦ୍ଧାର କରିଛି । ମହାରାଜ ସାଗର କୁଳରେ ଥିବା...