ଜିଲ୍ଲା
ଏସଭିନିରତାର ସେଟଲାଇଟ ସେଣ୍ଟର ଅବହେଳିତ : ଦୁଇ ଏକର ଜମିପାଇଁ ଅଟକିରହିଛି ଦିବ୍ୟାଙ୍ଗ ହସପିଟାଲ ଓ ଟ୍ରେନିଂସେଣ୍ଟର .
ବଲାଙ୍ଗିର,୦୧/୦୭ (ଜେଏନ୍ଏସ୍), କେନ୍ଦ୍ରସରକାରଙ୍କ ସାମାଜିକ ନ୍ୟାୟ ଓ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ଦ୍ୱାରା ପରିଚାଳିତ ବଲାଙ୍ଗିର ସ୍ଥିତ ଏସଭିନିରତାର ସେଟେଲାଇଟ ସେଣ୍ଟରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବୀ ଉଠିଛି । ଅନୁଷ୍ଠାନକୁ...
ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦ ଓ ଅରୁଣ-ତରୁଣ ଅନୁଷ୍ଠାନରେ ବିଶିଷ୍ଟ ସାହିତ୍ୟିକଙ୍କ ଅଭିମତ : ସର୍ଜନାତ୍ମକ ସାହିତ୍ୟ ଚିରସୁନ୍ଦର
ଭୁବନେଶ୍ୱର,୩୦/୦୬(ଜେଏନ୍ଏସ୍),ସର୍ଜନାତ୍ମକ ସାହିତ୍ୟ କଳ ନିନାଦିନୀ ଝରଣା ପରି ଆଗକୁ ପ୍ରବାହିତ ହୋଇଥାଏ । ଏହାର ଗତି ବେଶ୍ ମୁଗ୍ଧକର । ଏହି ଗତିକୁ ଏକବିଂଶ ଶତାବ୍ଦୀର ଚିନ୍ତାଚେତନା ସହିତ ସହବନ୍ଧିତ କରିବାପାଇଁ ଉତ୍କଳ...
କ୍ରୀଡ଼ାଙ୍ଗନ ପ୍ରଶିକ୍ଷଣ ଶିବିର ଉଦଯାପିତ
ଟିଟିଲାଗଡ଼,୩୦/୬(ଜେଏନ୍ଏସ୍), ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ତ୍ରି-ଦିବସୀୟ କ୍ରୀଡାଙ୍ଗନ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଆୟୋଜିତ ଶିବିରରେ ସଇଁତଳା ଓ ଟିଟିଲାଗଡ଼ ବ୍ଲକର ସମସ୍ତ କ୍ରୀଡା ଶିକ୍ଷକ...
ଚୋରମରା, ମହାବୀର ପେପର ମିଲରେ ଭୟାବହ ଅଗ୍ନିକାଣ୍ଡ
ଟିଟିଲାଗଡ଼,୩୦/୬(ଜେଏନଏସ),ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଚୋରମରା ପେପର ମିଲ ରେ ରବିବାର ସକାଳୁ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସୂଚନା ଅନୁଯାୟୀ ବିଦ୍ୟୁତ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ବେଳେ କାରଖାନା ପରିସରରେ ଥିବା...
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦୁଇଦିନିଆ ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ
ବଲାଙ୍ଗିର,୨୯/୬ (ଜେଏନ୍ଏସ୍),ବଲାଙ୍ଗିର ପଥରଚେପା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଚାଲିଥିବା ଦୁଇଦିନିଆ ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି । କ୍ଷେତ୍ରୀୟ ସଂଯୋଜକ ତଥା ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କରଙ୍କ ତତ୍ତ୍ବାବଧାନରେ...