ବଲାଙ୍ଗିର
ଜି.ଇ.ଡି. ଡିଭିଜନର ବିଚିତ୍ର ନୀତି, ଜଣେ ଯନ୍ତ୍ରୀଙ୍କ ଭରସାରେ ଚାଲିଛି ଜିଲ୍ଲା ସାରା କାର୍ଯ୍ୟ
ଟିଟିଲାଗଡ଼,୨୩/୦୫/୨୦୨୫(ଜେ.ଏନ୍.ଏସ୍.),ବଲାଙ୍ଗିର ଜିଲ୍ଲା ପୂର୍ତ୍ତ ବିଭାଗ ଅନ୍ତର୍ଗତ ଜେନେରାଲ ଇଲେକ୍ଟ୍ରିକାଲ ଡିଭିଜନ (ଜି.ଇ.ଡି.) ବିଭାଗ ଜଣେ ମାତ୍ର ଯନ୍ତ୍ରୀଙ୍କ ଭରସାରେ ଚାଲିଥିବା ଦେଖିବାକୁ ମିଳିଛି । ଏହି ବିଭାଗର ବଲାଙ୍ଗିର ଓ କଣ୍ଟାବାଞ୍ଜି ଡିଭିଜନ...
ବାଇପାସ ରାସ୍ତା ପାଇଁ ଜମି ଅଧିଗ୍ରହଣକୁ ଗ୍ରାମବାସୀଙ୍କ ବିରୋଧ
ଟିଟିଲାଗଡ଼,୦୩/୦୫/୨୦୨୫(ଜେ.ଏନ୍.ଏସ୍.)ଟିଟିଲାଗଡ଼ ସହର ଦେଇ ଯାଇଥିବା ଗୋପାଳପୁର ରାୟପୁର ୫୯ ନମ୍ବର ଜାତୀୟ ରାଜପଥର ଵାଇପାସ ରାସ୍ତା ପାଇଁ ଜମି ଅଧିଗ୍ରହଣକୁ ନେଇ କୁମୁଡା ଗ୍ରାମବାସୀ ଓ ପ୍ରଶାସନ ମୁହାମୁହିଁ ହୋଇଛନ୍ତି । ଏହି...
ଗଣେଶ ମନ୍ଦିର ସ୍ଥାନାନ୍ତରଣ ପାଇଁ ବିଧାୟକଙ୍କୁ ନିବେଦନ
ଟିଟିଲାଗଡ଼,୦୨/୦୫/୨୦୨୫(ଜେ.ଏନ୍.ଏସ୍.) ଟିଟିଲାଗଡ଼ ସହରର ଜନଗହଳି ପୂର୍ଣ୍ଣ ସ୍ଥାନ ପୁରୁଣା ବ୍ୟାଙ୍କ ଛକ ଠାରେ ମୁଖ୍ୟ ରାସ୍ତାକୁ ସଂଲଗ୍ନ ହୋଇ ରହିଥିବା ଗଣେଶ ମନ୍ଦିରକୁ ସ୍ଥାନାନ୍ତରଣ କରିବାକୁ ତ୍ରିନାଥ ମନ୍ଦିର ପୂଜା କମିଟି ପକ୍ଷରୁ...
ଟିଟିଲାଗଡ ଓକିଲ ସଂଘ ପକ୍ଷରୁ ଓକିଲ ଦିବସ ପାଳନ
ଟିଟିଲାଗଡ଼,୩୦/୦୪/୨୦୨୫(ଜେ.ଏନ୍.ଏସ୍.) ଟିଟିଲାଗଡ଼ ଓକିଲ ସଂଘ ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ଓକିଲ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘ ସଭାପତି ସଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଧାୟକ ନବୀନ...
ପୁଲିସ ବେଶରେ ଡକାୟତି ପେଶାଦାର ଅପରାଧୀ ଗିରଫ
ଟିଟିଲାଗଡ଼,୨୯/୦୪/୨୦୨୫(ଜେ.ଏନ୍.ଏସ୍.) ପୁଲିସ ପରିଚୟରେ ଡକାୟତି କରି ଫେରାର ମାରିଥିବା ପେଶାଦାର ଅପରାଧୀକୁ ଟିଟିଲାଗଡ଼ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାକୁ ନେଇ ଟିଟିଲାଗଡ଼ ପୁଲିସ ପକ୍ଷରୁ ଥାନା ପରିସରରେ...