Monday, September 15, 2025

ବଲାଙ୍ଗିର

ମୁକେଶ ଜୈନଙ୍କ ଘର ବାହୁଡ଼ା

ଟିଟିଲାଗଡ଼,୧୫/୦୩/୨୦୨୫,(ଜେଏନ୍ଏସ୍) : ପୂର୍ବତନ ବିଜେପି ବଲାଙ୍ଗୀର ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ ବିଜେଡି ଛାଡ଼ି ବିଜେପିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପାଟଣାଗଡ଼ ଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ,  ସାଂସଦ...

ଚୋରି ବାଇକ ଉଦ୍ଧାର ୨ ଅଭିଯୁକ୍ତ ଗିରଫ

ଟିଟିଲାଗଡ଼,୧୨/୦୩/୨୦୨୫,(ଜେଏନ୍ଏସ୍ ବ୍ୟୁରୋ) : ଟିଟିଲାଗଡ଼ ଥାନା ଅନ୍ତର୍ଗତ କୁମୁଡ଼ି ପଦର ଗ୍ରାମରୁ ଚୋରି ହୋଇଥିବା ଏକ ବାଇକକୁ ପୁଲିସ ଉଦ୍ଧାର କରିବା ସହ ୨ ଅଭିଯୁକ୍ତକୁ ଗିରଫକରି କୋର୍ଟ ଚାଲାଣ କରିଛି ।...

ବିଭିନ୍ନ ଦଳର ସଭାପତି ଓ ବରିଷ୍ଠ ନେତାଙ୍କୁ ଆଲୋଚନା ପାଇଁ ନିର୍ବାଚନ ଆୟୋଗଙ୍କ ନିମନ୍ତ୍ରଣ

ଟିଟିଲାଗଡ଼,୧୨/୦୩/୨୦୨୫,(ଜେଏନ୍ଏସ୍ ବ୍ୟୁରୋ) : ନିର୍ବାଚନ ପ୍ରକ୍ରିୟାକୁ ଅଧିକ ମଜବୁତ କରିବା ପାଇଁ ଦଳୀୟ ସଭାପତି ଓ ବରିଷ୍ଠ ନେତାଙ୍କୁ ଆଲୋଚନା ପାଇଁ ଭାରତୀୟ ନିର୍ବାଚନ ଆୟୋଗ ନିମନ୍ତ୍ରଣ କରିଛନ୍ତି । ନିର୍ବାଚନ ଆୟୋଗ...

ରାଜ୍ୟ ପର୍ଯ୍ୟଟନ ସଚିବଙ୍କୁ କୁମୁଡ଼ା ପାହାଡ ସୁରକ୍ଷା ସମିତିର ଦାବୀପତ୍ର ପ୍ରଦାନ

ଟିଟିଲାଗଡ଼,୧୨/୦୩/୨୦୨୫,(ଜେଏନ୍ଏସ୍) : ରାଜ୍ୟ ପର୍ଯ୍ୟଟନ ପ୍ରଧାନ ସଚିବ ବଳବନ୍ତ ସିଂ ମଙ୍ଗଳବାର ଟିଟିଲାଗଡ଼ ଗସ୍ତରେ ଆସି ଐତିହ୍ୟ ସମ୍ପନ୍ନ ରାଣୀପୁର ଝରିଆଲ ପରିଦର୍ଶନ କରିଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ସାମିଲ...

ମହିଳା ଡିଗ୍ରୀ କଲେଜର ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ।

ଟିଟିଲାଗଡ଼,୧୨/୦୩/୨୦୨୫,(ଜେଏନ୍ଏସ୍) : ଟିଟିଲାଗଡ଼ ସରକାରୀ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ସପ୍ତାହବ୍ୟାପି ଚାଲିଥିବା  ଆତ୍ମସୁରକ୍ଷା ତାଲିମ ଶିବିର ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଆୟୋଜିତ ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମିନି ମୁଖ୍ୟଅତିଥି...

Popular

Subscribe

spot_imgspot_img

Important: Unauthorized Copying Prohibited

This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.

For permissions or inquiries, please contact us directly.