ବଲାଙ୍ଗିର
ସମାଜସେବୀ ସଞ୍ଜୟ ସାହୁଙ୍କ ପରଲୋକ
ଟିଟିଲାଗଡ଼,୨୭/୦୪/୨୦୨୫(ଜେ.ଏନ୍.ଏସ୍.)ଟିଟିଲାଗଡ଼ ସହରର ବିଶିଷ୍ଟ ସମାଜସେବୀ ସଞ୍ଜୟ ସାହୁ(୬୫)ଙ୍କ ଗତକାଲି ତାଙ୍କ ରାୟପୁର ସ୍ଥିତ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ଆରତୀ ସାହୁଙ୍କ ସହ ଓ ପରିଜନ ଉପସ୍ଥିତ...
ଟ୍ରାଫିକ ସମସ୍ୟା ପାଇଁ ଗଣେଶ ମନ୍ଦିର ଭାଙ୍ଗିବାକୁ ପୌରପରିଷଦର ନିଷ୍ପତ୍ତି
ଟିଟିଲାଗଡ଼,୨୭/୦୪/୨୦୨୫(ଜେ.ଏନ୍.ଏସ୍.) ଟିଟିଲାଗଡ଼ ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଅଣାୟତ୍ତ ହେଉଥିବା ବେଳେ ସହରର ପ୍ରମୁଖ ରାସ୍ତାଗୁଡ଼ିକ ଜବରଦଖଲ ଯୋଗୁଁ ସଙ୍କୁଚିତ ହୋଇ ଏହି ସମସ୍ୟା କୁ ଦ୍ୱିଗୁଣିତ କରିଛି ।...
ଆସନ୍ତା ୨୮ରେ ନିଶୁଳ୍କ କୃତ୍ରିମ ଅଙ୍ଗ ପ୍ରତିରୋପଣ ଶିବିର
ଟିଟିଲାଗଡ଼,୨୭/୦୪/୨୦୨୫(ଜେ.ଏନ୍.ଏସ୍.) ଟିଟିଲାଗଡ଼ ମାରୱାଡି ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖା ପକ୍ଷରୁ ଆସନ୍ତା ୨୮ ତାରିଖରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ଠାରେ ଦ୍ଵି-ଦିବସୀୟ ନିଶୁଳ୍କ କୁତ୍ରିମ ଅଙ୍ଗ ପ୍ରତିରୋପଣ ଶିବିର...
ଆତଙ୍କବାଦୀଙ୍କ ନରସଂହାର ପ୍ରତିବାଦରେ ହିନ୍ଦୁ ଏକତା ମଞ୍ଚର ବିକ୍ଷୋଭ ପ୍ରଦର୍ଶନ
ଟିଟିଲାଗଡ଼,୨୭/୦୪/୨୦୨୫(ଜେ.ଏନ୍.ଏସ୍.) କାଶ୍ମୀର ପହଲଗାମରେ ହିନ୍ଦୁ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଦ୍ଵାରା ହୋଇଥିବା ବର୍ବରୋଚିତ ଆକ୍ରମଣ ପ୍ରତିବାଦରେ ସ୍ଥାନୀୟ ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମଞ୍ଚ ସଂଯୋଜକ ରାଜେଶ...
ସଇଁତଳାରେ ଜାତୀୟ ପଞ୍ଚାୟତ ଦିବସ ପାଳିତ
ସଇଁତଳା,୨୬/୦୪/୨୦୨୫(ଜେ.ଏନ୍.ଏସ୍.) ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରେ ଜାତୀୟ ପଞ୍ଚାୟତ ଦିବସ ପାଳିତ ହୋଇଯାଇଛି। ସଇଁତଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ମିର୍ଦ୍ଧାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ବଲାଙ୍ଗିର ସାଂସଦଙ୍କ ପ୍ରତିନିଧି ଗଦାଧର ବଗର୍ତ୍ତି...