Sunday, September 14, 2025

ବଲାଙ୍ଗିର

କଂଗ୍ରେସ ପକ୍ଷରୁ ଟିଟିଲାଗଡ଼ ବନ୍ଦ

ଟିଟିଲାଗଡ଼,୧୭/୦୭/୨୦୨୫(ଜେ.ଏନ୍.ଏସ୍.), ପ୍ରଦେଶ କଂଗ୍ରେସର ଓଡିଶା ବନ୍ଦ ଡାକରା କ୍ରମେ ଟିଟିଲାଗଡ଼ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ପୂର୍ବତନ ବିଧାୟକ ପ୍ରାର୍ଥୀ ବୀରେନ୍ଦ୍ର ବାଗ ଓ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ...

ଟିଟିଲାଗଡ଼ରେ ପରିବେଶ ସଚେତନତା କାର୍ଯ୍ୟକ୍ରମ

ଟିଟିଲାଗଡ଼,୧୬/୦୭/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ଖଜୁରିପଡ଼ା ଠାରେ ମଙ୍ଗଳବାର ଅପରାହ୍ଣରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି,  ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧି, ରାଜ୍ୟସଭା ସାଂସଦଙ୍କ ପ୍ରତିନିଧି...

ଲୁଟ ଘଟଣାରେ ୨ ଗିରଫ,୧ ଫେରାର

ଟିଟିଲାଗଡ଼,୧୬/୦୭/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ସହର ମଧ୍ୟରେ ଘଟିଥିବା ଏକ ଲୁଟ ଘଟଣାରେ ସଂପୃକ୍ତ ୨ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଜଣକ ଫେରାର ରହିଥିବା ସୂଚନା ମିଳିଛି । ଘଟଣାକୁ ନେଇ...

ସହର ଉପକଣ୍ଠରେ ରାତି ହେଲେ ଜମୁଛି ଜୁଆ ଖେଳର ଆସର

ଟିଟିଲାଗଡ଼,୧୨/୦୭/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ସହର ଉପକଣ୍ଠରେ କ୍ରମାଗତ ଭାବରେ ଜୁଆଖେଳ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଟିଟିଲାଗଡ଼ ସହର ଉପାନ୍ତରେ ଥିବା ମାତୃ ଶିଶୁ ଡାକ୍ତରଖାନା ନିକଟରେ ନିୟମିତ ବିଳମ୍ବିତ ରାତ୍ରି ଯାଏ ଜୁଆ...

ସର୍ପା ଘାତରେ ଯୁବକ ମୃତ

ଟିଟିଲାଗଡ଼,୧୨/୦୭/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ବ୍ଲକ ଖୋଲାଣ ପଞ୍ଚାୟତ ଅନ୍ତର୍ଗତ ସିଆଲଝୁଡୁଙ୍ଗି ଗ୍ରାମର ଋଷି ଜେନାଙ୍କ ପୁତ୍ର ବାବୁଲା ଜେନା(୩୬)ଙ୍କ ସର୍ପାଘାତ ଯୋଗୁଁ ଅକାଳ ବିୟୋଗ ଘଟିଛି । ସୂଚନା ଅନୁଯାୟୀ ସ୍ୱର୍ଗତ ଜେନା  ଶୋଇଥିବା ବେଳେ...

Popular

Subscribe

spot_imgspot_img

Important: Unauthorized Copying Prohibited

This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.

For permissions or inquiries, please contact us directly.