Thursday, September 18, 2025

ବଲାଙ୍ଗିର

ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ ୧୧ ଜୁଆରୀ ଗିରଫ

ଟିଟିଲାଗଡ଼,୨୮/୧୦,(ଜେଏନ୍ଏସ୍) ଟିଟିଲାଗଡ଼ ପୁଲିସ ପକ୍ଷରୁ ଗତ ବିଳମ୍ବିତ ରାତିରେ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୧୧ ଜଣ ଜୁଆରୀଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ...

କ୍ଲଷ୍ଟର ସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ

ଟିଟିଲାଗଡ଼,୨୮/୧୦,(ଜେଏନ୍ଏସ୍) ଟିଟିଲାଗଡ଼ ସହର ନିକଟ ଲେବଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂତନ ଭାବେ ଯୋଗଦେଇଥିବା କନିଷ୍ଠ ଶିକ୍ଷକମାନଙ୍କ ପାଇଁ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ...

ସେଣ୍ଟଆନି ସ୍କୁଲ ଇକୋ କ୍ଲବ ପକ୍ଷରୁ ସ୍ୱଚ୍ଛତା ସଚେତନ ଶୋଭାଯାତ୍ରା

ଟିଟିଲାଗଡ଼,୨୭/୧୦,(ଜେଏନ୍ଏସ୍) ଟିଟିଲାଗଡ଼ ସେଣ୍ଟଆନି ସ୍କୁଲ ଇକୋ କ୍ଳବ ପକ୍ଷରୁ ଶନିବାର ଦିନ 'ଗ୍ରୀନ ଇଣ୍ଡିଆ କ୍ଲିନ ଇଣ୍ଡିଆ' କାର୍ଯ୍ୟକ୍ରମ ଅନ୍ତର୍ଗତ ସି ଚ୍ଛତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ...

ମହିଳା ଅଧିକାର ତାଲିମ ଶିବିର ଅନୁଷ୍ଠିତ

ଟିଟିଲାଗଡ଼,୨୬/୧୦,(ଜେଏନ୍ଏସ୍) ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ଶୁକ୍ରବାର ଅଗ୍ରଣୀ ବେସରକାରୀ ସଂସ୍ଥା 'ଏକ୍ସନଏଡ' ଓ 'ଜନଜାଗରଣ ଦାଦନ ସଂଘ' ପକ୍ଷରୁ ମହିଳାଙ୍କ ଅଧିକାରକୁ ନେଇ ଏକ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି...

ଟିଟିଲାଗଡ଼ରେ ନୂତନ ପୌରନିର୍ବାହୀ ଅଧିକାରୀଙ୍କ ଯୋଗଦାନ

ଟିଟିଲାଗଡ଼,୨୬/୧୦,(ଜେଏନ୍ଏସ୍) ଟିଟିଲାଗଡ଼ ପୌରପରିଷଦର ନୂତନ ନିର୍ବାହୀ ଅଧିକାରୀ ଭାବରେ ଶୁକ୍ରବାର ସନ୍ଦୀପ ଚନ୍ଦ୍ରକାର ଯୋଗଦେଇଛନ୍ତି । ଶ୍ରୀ ଚନ୍ଦ୍ରକାର ପୂର୍ବରୁ ସହକାରୀ ଜିଲ୍ଲାପାଳ ଭାବରେ ଟିଟିଲାଗଡ଼ରେ କାର୍ଯ୍ୟରତ ଥିବାବେଳେ ବର୍ତ୍ତମାନ ପୌର ନିର୍ବାହୀ...

Popular

Subscribe

spot_imgspot_img

Important: Unauthorized Copying Prohibited

This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.

For permissions or inquiries, please contact us directly.