Sunday, September 14, 2025

ବଲାଙ୍ଗିର

ଡାକ୍ତରଖାନା ଲିଫ୍ଟରେ ଫସିଗଲେ ଡାକ୍ତର, ଉଦ୍ଧାର କଲା ଅଗ୍ନିଶମ ବିଭାଗ

ଟିଟିଲାଗଡ଼,୧୦/୦୭/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟ (ଏମସିଏଚ) ଠାରେ ଲିଫ୍ଟରେ ୧ ଘଣ୍ଟାରୁ ଉର୍ଦ୍ଧ ସମୟ ଯାଏ କାର୍ଯ୍ୟରତ ଡାକ୍ତର ଫସି ରହିଥିବା ଦେଖିବାକୁ ମିଳିଛି । ଏଥିପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ...

ଟିଟିଲାଗଡ ରେଳ ଷ୍ଟେସନ ରୁ ୩୫ କେଜି ଗଞ୍ଜେଇ ଜବତ ୩ ଗିରଫ

ଟିଟିଲାଗଡ଼,୧୦/୦୭/୨୦୨୫(ଜେ.ଏନ୍.ଏସ୍.), ଟିଟିଲାଗଡ଼ ରେଳ ଷ୍ଟେସନ ପରିସରରୁ ଚୋରା ଚାଲାଣ ହେବାକୁଥିବା ୩୫ କେଜିରୁ ଉର୍ଦ୍ଧ ଗଞ୍ଜେଇକୁ ଅବକାରୀ ଓ ଆର୍.ପି.ଏଫ୍ ପୁଲିସର ମିଳିତ ଟିମ୍ ଜବତ କରିଛି । ଏଥିସହ ଘଟଣାରେ ସଂପୃକ୍ତ...

ଏଲ୍ଆଇସି ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ

ଟିଟିଲାଗଡ(ଜେଏନ୍ଏସ୍),୦୯/୦୭/୨୫: ଭାରତୀୟ ଜୀବନ ବୀମା ନିଗମ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ଭାରତ ବନ୍ଦ ଆନ୍ଦୋଳନରେ ସାମିଲ ହୋଇଛି । ଏହିପରିପ୍ରେକ୍ଷିରେ ସଂଘର ଟିଟିଲାଗଡ଼ ଶାଖା ସଭାପତି ଜ୍ୟୋତି କୁମାର...

ବନବିଭାଗର ୮୦୦ ଚାରା ନଷ୍ଟ ; ଅଭିଯୁକ୍ତ ଗିରଫ

ଟିଟିଲାଗଡ,୦୪/୦୭/୨୦୨୫,(ଜେ.ଏନ୍.ଏସ୍.),ଟିଟିଲାଗଡ଼ ବନାଞ୍ଚଳ ଅନ୍ତର୍ଗତ ସିଆଲଝୁଡୁଙ୍ଗି ଗ୍ରାମରେ ବନୀକରଣ ପାଇଁ ଖୋଳା ଯାଇଥିବା ୨୫୦୦ ଗାତକୁ ପୋତି ୮୦୦ରୁ ଉର୍ଦ୍ଧ ଚାରା ନଷ୍ଟ କରିଥିବା ଅଭିଯୋଗରେ ବନବିଭାଗ ସଂପୃକ୍ତ ଅଭିଯୁକ୍ତକୁ ଗରିଫକରି କୋର୍ଟ ଚାଲାଣ...

ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳିତ

ଟିଟିଲାଗଡ଼,୦୭/୦୭/୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଘଣ୍ଟବାହାଲି ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିତାମ୍ବର ଛତରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଷ୍ଟେଷ୍ଟ ବ୍ୟାଙ୍କ୍ କ୍ଷେତ୍ର...

Popular

Subscribe

spot_imgspot_img

Important: Unauthorized Copying Prohibited

This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.

For permissions or inquiries, please contact us directly.