Tuesday, June 17, 2025

ବଲାଙ୍ଗିର

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଯୁକ୍ତତିନି ଓ ପିଜି ପରୀକ୍ଷାଫଳ ପ୍ରକାଶିତ ; ଯୁକ୍ତତିନିରେ ପାର୍ଥପ୍ରତିମ, ପିଜିରେ ଅଭିଜିତ ଓ ପାୟଲ ବିଶ୍ୱବିଦ୍ୟାଳୟ ଟପ୍ପର

ବଲାଙ୍ଗିର,୨୮/୬ (ଜେଏନଏସ), ବଲାଙ୍ଗିର ସ୍ଥିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଯୁକ୍ତତିନି ଓ ସ୍ନାତକୋତ୍ତର ପରୀକ୍ଷା ରେଜଲ୍ଟ ପ୍ରକାଶିତ ହୋଇଛି । ଯୁକ୍ତତିନିରେ ହାରାହାରି ପାସହାର ମାତ୍ର ୫୫.୮୧% ରହିଥିବା ବେଳେ ପିଜିରେ ୮୧.୬୨% ପାସହାର...

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁଲାଇରୁ ଆରମ୍ଭ ହେବ ଜନ-ଅଭିଯୋଗ ଶୁଣାଣି ଶିବିର

ଟିଟିଲାଗଡ଼,୨୮/୬ (ଜେଏନ୍ଏସ୍), ଚଳିତ ବର୍ଷ ସାଧାରଣ ନିର୍ବାଚନ ନିମନ୍ତେ ସ୍ଥଗିତ ଥିବା ଜନ-ଶୁଣାଣି ଶିବିର ଆସନ୍ତା ଜୁଲାଇ ମାସ ପହିଲାରୁ ପୁଣିଥରେ ଆରମ୍ଭ ହେବ । ସାଧାରଣ ପ୍ରଶାସନ ଏବଂ ଜନସାଧାରଣ ଅଭିଯୋଗ...

ରେଳ ମନ୍ତ୍ରଣାଳୟ ଦ୍ୱାରା ଟିଟିଲାଗଡ଼ ଠାରେ ରେଳ ଫ୍ଲାଏ ଓଭର ନିର୍ମାଣ ପାଇଁ ୧୮୩.୮୯ କୋଟି ଟଙ୍କା ମଞ୍ଜୁର

ଟିଟିଲାଗଡ଼,୨୬/୬(ଜେଏନ୍ଏସ୍), ପୂର୍ବ ତଟ ରେଳପଥର ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ଟିଟିଲାଗଡ଼ ଜଙ୍କସନ ଷ୍ଟେସନରେ ବୃଦ୍ଧି ପାଉଥିବା ରେଳ ଚଳାଚଳ ଏବଂ ଯାତାୟାତକୁ ଦୃଷ୍ଟିରେ ରଖି ରାୟପୁର-ବିଜୟନଗରମ, ଟିଟିଲାଗଡ଼-ସମ୍ବଲପୁର ଓ ସମ୍ବଲପୁର-ରାୟପୁର ରେଳ...

ଅଗ୍ରଣୀ ଅନୁଷ୍ଠାନ ଭୂମିକା ଓ ବିଚାର ପକ୍ଷରୁ “ଆଇନ ଓ ନ୍ୟାୟ” ଶୀର୍ଷକରେ ଆଲୋଚନା ଚକ୍ର ।

ବଲାଙ୍ଗିର୨୬/୬(ଜେଏନ୍ଏସ୍), ଭାରତୀୟ ସମ୍ବିଧାନ ଦ୍ୱାରା ନାଗରିକଙ୍କୁ ଯେତିକି ଅଧିକାର ଦିଆଯାଇଛି ସେତିକି କର୍ତ୍ତବ୍ୟବୋଧ ମଧ୍ୟ ସ୍ଥିର କରାଯାଇଛି । ଜଣକର କର୍ତ୍ତବ୍ୟରେ ଅନ୍ୟମାନଙ୍କର ଅଧିକାର ସାବ୍ୟସ୍ତ ହୋଇଥାଏ । ତେଣୁ ନାଗରିକର ଅଧିକାର...

ଟିଟିଲାଗଡ଼ ରେଳଷ୍ଟେସନରେ ମୌଳିକ ସୁବିଧା ଉପଲବ୍ଧ କରାଇବାକୁ ରେଳ ପ୍ରବନ୍ଧକଙ୍କୁ ବିଧାୟକଙ୍କ ଦାବୀ

ଟିଟିଲାଗଡ଼,୨୬/୬(ଜେଏନ୍ଏସ୍), ପୂର୍ବତଟ ରେଳବାଇ ପ୍ରବନ୍ଧକ ଶ୍ରୀ ପରମେଶ୍ଵର ଫଙ୍କୱାଲ ବୁଧବାର ବିଭାଗୀୟ ଟିଟିଲାଗଡ଼ ଗସ୍ତରେ ଆସି ବିଭିନ୍ନ ନିର୍ମାଣଧିନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଅବସରରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ...

Popular

Subscribe

spot_imgspot_img

Important: Unauthorized Copying Prohibited

This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.

For permissions or inquiries, please contact us directly.