Wednesday, November 12, 2025

ବଲାଙ୍ଗିର

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ସଇଁତଳା, ୦୩/୦୮ (ଜେଏନ୍ଏସ୍) : ସଇଁତଲା ବ୍ଲକ ଖର୍ଲିକାନୀ ସରକାରୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନ୍ୟାବିନ ତାଣ୍ଡିଙ୍କୁ ଶନିବାର ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।ଏହି କ୍ଲଷ୍ଟରସ୍ତରୀୟ ସମ୍ବର୍ଦ୍ଧନା ସଭାରେ...

୭୮ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ସଇଁତଳା, ୦୩/୦୮ (ଜେଏନ୍ଏସ୍) : ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଇଁତଲା ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ...

ଦୁଇବର୍ଷ ନ ପୂରୁଣୁ ବନ୍ଦ ହେଲା ଟିଟିଲାଗଡ଼ର ଛତୁଆ ପ୍ରସ୍ତୁତି କେନ୍ଦ୍ର ।

ଟିଟିଲାଗଡ଼, ୦୩/୦୮ (ଜେଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ପିପଲ ପଦର ଠାରେ ଆରମ୍ଭ ହୋଇଥିବା ଛତୁଆ ପ୍ରସ୍ତୁତି କେନ୍ଦ୍ର ୨ ବର୍ଷ ନ ପୁରୁଣୁ ବନ୍ଦ ହୋଇଥିବା ଦେଖିବାକୁ...

ଜାଳେଣି ଗ୍ୟାସ ବିସ୍ଫୋଟରେ ମହିଳା ଗୁରୁତର

ଟିଟିଲାଗଡ଼,୦୨/୦୮ (ଜେଏନ୍ଏସ୍) : ଟିଟିଲାଗଡ଼ ବ୍ଲକ ଦିଗସିରା ଗ୍ରାମରେ ଆଜି ସକାଳୁ ଏକ ଅଘଟଣ ଘଟିଛି । ଜାଳେଣି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ମହିଳା ପୋଡ଼ି ଗୁରୁତର ହୋଇଛନ୍ତି l...

କଙ୍କଡାଯୋର, ୪୫୦ ମିଟର ଜମି ଅଧିଗ୍ରହଣ ଘଟଣା ଖବର ପ୍ରସାରଣ ପରେ ପ୍ରଶାସନିକ ତତ୍ପରତା : ବିଭାଗୀୟ ଅଧିକାରୀଙ୍କୁ ଉପଜିଲ୍ଲାପାଳଙ୍କ ଜବାବ ତଲବ

ଟିଟିଲାଗଡ଼,୦୧/୦୮ (ଜେଏନ୍ଏସ୍) : ଜଳ ସମ୍ପଦ ପରିଯୋଜନା ଅନ୍ତର୍ଗତ ଟିଟିଲାଗଡ଼ ଉପଖଣ୍ଡ, ପିଟାପଡ଼ା ଠାରେ ୧୩୨ କୋଟି ଟଙ୍କା ବ୍ୟୟରେ ନିର୍ମିତ କଙ୍କଡ଼ା ଯୋର ପ୍ରକଳ୍ପ ମାତ୍ର ୪୫୦ ମିଟର ଜମି ଅଧିଗ୍ରହଣ...

Popular

Subscribe

spot_imgspot_img

Important: Unauthorized Copying Prohibited

This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.

For permissions or inquiries, please contact us directly.