ପ୍ରାକୃତିକ ଉପାୟରେ କୋଲାଜେନ୍ ବୃଦ୍ଧି ପାଇଁ ପ୍ରଭାବଶାଳୀ ଘରୋଇ ଉପଚାର :
ଶରୀରରେ ପ୍ରଚୁର ମାତ୍ରାରେ ଥିବା କୋଲାଜେନ୍, ଚର୍ମ, ହାଡ଼ ଏବଂ ଟେଣ୍ଡନ୍ (ସ୍ନାୟୁ ,ଧମନୀ, ଶୀରା) ଭଳି ସଂଯୋଗକାରୀ ଟିସୁକୁ ଗଠନମୂଳକ ସହାୟତା ପ୍ରଦାନ କରିଥାଏ । ଏହା ଚର୍ମର ଇଲାସ୍ଟିସିଟି ବଜାୟ ରଖେ, କ୍ଷତ ଆରୋଗ୍ୟରେ ସାହାଯ୍ୟ କରେ, ହାଡକୁ ମଜବୁତ କରେ, ମିଳିତ ସ୍ୱାସ୍ଥ୍ୟକୁ ସମର୍ଥନ କରେ ଏବଂ ରକ୍ତବାହୀକୁ ଦୃଢ଼ କରିବାସହ ନମନୀୟତାକୁ ସୁନିଶ୍ଚିତ କରେ। ଏହା ଟ୍ରିପଲ୍-ହେଲିକ୍ସ ଗଠନ ଶକ୍ତି ଏବଂ ନମନୀୟତା ପ୍ରଦାନ କରେ ।
କୋଲାଜେନ ବୃଦ୍ଧି ପାଇଁ ଘରୋଇ ଉପଚାର :
ଭିଟାମିନ୍ ସି ଯୁକ୍ତ ଖାଦ୍ୟ: ସାଇଟ୍ରସ୍ ଫଳ (ଖଟା ଫଳ), କୋଳି ଜାତୀୟ ଫଳ (ତୁତ୍,ଜାମୁକୋଳି, ଅଁଳା), ଏବଂ ସବୁଜ ପରିବା ରେ ଭରପୁର ମାତ୍ରାରେ ରହିଥାଏ।
ବୋନ ବ୍ରତ: କୋଲାଜେନ୍ ଏବଂ ଆମିନୋ ଏସିଡ୍ ରେ ଭରପୂର ରହିଥାଏ।
ଆଲୋଭେରା: କୋଲାଜେନ୍ ସିନ୍ଥେସିସ୍ କୁ ପ୍ରୋତ୍ସାହିତ କରିଥାଏ।
ହାଇଡ୍ରେସନ୍: ପ୍ରଚୁର ପାଣି ପିଅନ୍ତୁ ।
ଆଣ୍ଟିଅକ୍ସିଡାଣ୍ଟ: ଗ୍ରୀନ୍ ଟି, ବାଦାମ ଏବଂ ମଞ୍ଜି ଜାତୀୟ ଖାଦ୍ୟ ରୁ ମିଳିଥାଏ ।
ଓମେଗା -୩ , ଫ୍ୟାଟି ଏସିଡ୍: ମାଛ, ଫ୍ଲlକ୍ସସିଡ୍, ଏବଂ ଆଲୁଅ ରୁ ମିଳିଥାଏ ।
ଧୁମ୍ରପାନ ଏବଂ ଅତ୍ୟଧିକ ସୂର୍ଯ୍ୟ କିରଣ କୋଲାଜେନ ହ୍ରାସ କରିଥାଏ।
ସ୍ନିଗ୍ଧା ପାଢ଼ୀ, (International makeup artist & skin Asthetician) ଗ୍ଲାମ ଷ୍ଟୁଡିଓ,ଟିଟିଲାଗଡ଼