ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଟିଟିଲାଗଡ଼ ଶାଖା ପକ୍ଷରୁ ଗୁରୁପୂର୍ଣ୍ଣିମା ପାଳିତ ।

0
73

ଟିଟିଲାଗଡ଼,୨୨/୦୭ (ଜେଏନ୍ଏସ୍) : ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଟିଟିଲାଗଡ଼ ଶାଖା ପକ୍ଷରୁ ଗୁରୁ ପୂର୍ଣ୍ଣିମା ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସଂଘର ବଲାଙ୍ଗିର ଜିଲ୍ଲା ବୌଦ୍ଧିକ ବିଭାଗ ପ୍ରମୁଖ ଦେବବ୍ରତ ପାଣିଗ୍ରାହୀ, ନଗର କାର୍ଯ୍ୟ ବାହକ ଉମେଶ ମାଝୀ, ନଗର ସଂଘ ଚାଳକ ସନ୍ତୋଷ ମେହେର ପ୍ରମୁଖ ଯୋଗଦେଇ ସଂଘ ସଦସ୍ୟଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଶାଖାର ବହୁ ସଦସ୍ୟଙ୍କ ସହ ବୁଦ୍ଧିଜୀବୀ  ଯୋଗଦେଇଥିଲେ । 

LEAVE A REPLY

Please enter your comment!
Please enter your name here