ଟିଟିଲାଗଡ଼ ଅଟଳ ବସଷ୍ଟାଣ୍ଡ ଲୋକାର୍ପିତ

ଟିଟିଲାଗଡ,୧୨/୧(ଜେଏନଏସ),ଟିଟିଲାଗଡ ଚାରଭଟ୍ଟା ଠାରେ ସୋମବାର ନବ ନିର୍ମିତ ଅଟଳ ବସଷ୍ଟାଣ୍ଡ ଉଦଘାଟିତ ହୋଇଯାଇଛି। ୧୧ କୋଟି ୫୦ ଲକ୍ଷ ବ୍ୟୟ ଅଟକଳ ରେ ନିର୍ମିତ ଏହି ପ୍ରକଳ୍ପ କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାଷି ଜରିଆରେ ଉଦଘାଟନ କରିବା ସହ ଲୋକାର୍ପିତ କରିଥିଲେ।ଉଦଘାଟନୀ ଉତ୍ସବରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି ଓ ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନୂତନ ବସଷ୍ଟାଣ୍ଡ ଦ୍ଵାରା ସହରର ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ହେବାସହ ଯାତ୍ରୀ ଉପକୃତ ହୋଇ ପାରିବେ ଉଲ୍ଲେଖ କରିଥିଲେ।କାର୍ଯ୍ୟକ୍ରମ ରେ ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ ଙ୍କ ସହ ବିଭାଗୀୟ ଅଧିକାରୀ ଓ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles