ସାମ୍ବାଦିକଙ୍କ ପିତୃ ବିୟୋଗ

0
95

ଟିଟିଲାଗଡ଼,୨୨/୦୭ (ଜେଏନ୍ଏସ୍) : ସ୍ଥାନୀୟ ସାମ୍ବାଦିକ ଜିତୁ ସାହୁଙ୍କ ପିତା ବଳରାମ ସାହୁ (୬୫)ଙ୍କ ରବିବାର ରାତି ତାଙ୍କ ସର୍ଗୀଗୁଡ଼ା ସ୍ଥିତ ବାସଭବନରେ ପରଲୋକ ଘଟିଛି । କିଛି ମାସ ଧରି ସେ ଅସୁସ୍ଥ ଥିଲେ । ତାଙ୍କ ମୃତ୍ୟୁ ସମୟରେ ଧର୍ମପତ୍ନୀ ସୈରେନ୍ଦ୍ରି ସାହୁ, ପୁଅ ଜିତୁ, କାଳିଆ, ରାଧେଙ୍କ ସହ ସମସ୍ତ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ସୋମବାର ସ୍ଥାନୀୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜୈଷ୍ଠ ପୁଅ ସାମ୍ବାଦିକ ଜିତୁ ସାହୁ ମୁଖାଗ୍ନି ଦେଇଥିଲେ ।ତାଙ୍କ ଅନ୍ତେଷ୍ଟି କ୍ରିୟାରେ ସାମ୍ବାଦିକ ଶରତ ମିଶ୍ର, ଜଗଦିଶ ଜୈନ, ଅଶୋକ ତ୍ରିପାଠୀ, ତୀର୍ଥଙ୍କର ପଟେଲ ପ୍ରମୁଖଙ୍କ ସହ ସହରର ବହୁ ବ୍ୟକ୍ତି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here