ଟ୍ରେନରେ କଟି ବ୍ୟକ୍ତିଙ୍କ ମୃତ୍ୟୁ

0
12

ଟିଟିଲାଗଡ଼,୧୬/୦୬/୨୦୨୫(ଜେ.ଏନ୍.ଏସ୍.), ଟିଟିଲାଗଡ଼ ସିକେର ରେଳପଥ ମଧ୍ୟରେ କିଲୋମିଟର ଖୁଣ୍ଟ ୭୩୯ ଠାରେ ସୋମବାର ସକାଳୁ ଏକ ମୃତ ଦେହ ବଲାଙ୍ଗିର ଜି.ଆର୍.ପି. ଉଦ୍ଧାର କରିଛି । ପାରିପାର୍ଶ୍ଵିକ ସ୍ଥିତିରୁ ପୁଲିସ ଏହା ଏକ ଆତ୍ମହତ୍ୟା ବୋଲି ଅନୁମାନ କରିଥିବା ବେଳେ ତଦନ୍ତ ଜାରି ରଖିଛି । ତେବେ ମୃତକ ଜଣକ ମୁରିବାହାଲ ବ୍ଲକ ବାଙ୍କେଲ ପଞ୍ଚାୟତ ଅନ୍ତର୍ଗତ ରଣାବନ୍ଧ ଗ୍ରାମ ନିବାସୀ ପରମେଶ୍ୱର ଦୋରା(୫୩) ବୋଲି ପୁଲିସ ସୂଚନା ଦେଇଛି । ମୂତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ବଲାଙ୍ଗିର ଜି.ଆର୍.ପି. ଥାନା ଅଧିକାରୀ ପ୍ରବୀଣ କୁଅଁର ସୂଚନା ଦେଇଛନ୍ତି । 

LEAVE A REPLY

Please enter your comment!
Please enter your name here