ଟିଟିଲାଗଡ ଶକ୍ତିଧାମ ପୀଠ ରେ ମଙ୍ଗଳପାଠ କାର୍ଯ୍ୟକ୍ରମ

ଟିଟିଲାଗଡ,୧୯/୨(ଜେଏନଏସ),ଟିଟିଲାଗଡ ରାଣୀସତି ମନ୍ଦିର ଶକ୍ତିଧାମ ପ୍ରାଙ୍ଗଣରେ ମଙ୍ଗଳ ପାଠ କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ମୁମ୍ବାଇ,ରାଇଘର ଓ ଖରୀଆର ରୁ ମାଙ୍କ ଭକ୍ତ ଆସି ଯୋଗଦେଇଥିଲେ।ପ୍ରତିଷ୍ଠିତ ବ୍ୟବସାୟୀ ରାଜ କୁମାର ସରାଫ ଶକ୍ତିଧାମ ରେ ବିରାଜ ମା ରାଣୀ ସତୀ ଙ୍କ ଅପାର କରୁଣା ରୁ ତାଙ୍କ ମନୋସ୍କାମନା ପୂର୍ଣ୍ଣ ହୋଇଥିବା ଉଲ୍ଲେଖ କରିଥିଲେ।ମହିଳା ମଣ୍ଡଳୀ ଙ୍କ ଭକ୍ତିପୂର୍ଣ୍ଣ ସ୍ୱର ମାଧୁରୀ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।ମଙ୍ଗଳ ପାଠ ସହ ଭଜନ କୀର୍ତ୍ତନ ପରେ ଆରତୀ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇ ଭକ୍ତ ଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।କାର୍ଯ୍ୟକ୍ରମରେ ରେଣୁ ସରାଫ,ପ୍ରଣାଳୀ ସରାଫ,ଅନୁଜ ସରାଫ,ପ୍ରଦୀପ ଅଗ୍ରୱାଲ,ସନ୍ଧ୍ୟା ଅଗ୍ରୱାଲ,ଡ଼ ଗୌରୀ ଶଙ୍କର କେଜ୍ରିୱାଲ,କ୍ରିଷ୍ଣା କେଜ୍ରିୱାଲ ପ୍ରମୁଖ ଙ୍କ ସହ ବହୁ ଭକ୍ତ ଉପସ୍ଥିତ ରହି ମା ଙ୍କ ଆଶୀର୍ବାଦ ଲାଭ କରିଥିଲେ

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles