ବଲାଙ୍ଗୀର,୨୮ା୯(ଜେଏନଏସ),ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ଏଥିରେ ବଲାଙ୍ଗୀରୀଆ ଙ୍କ ବାଜିମାତ ଦେଖିବାକୁ ମିଳିଛି।ବଲାଙ୍ଗୀର ଜିଲ୍ଲା ରୁ ୯ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି।ବଲାଙ୍ଗୀର ସହରରୁ ସୁପ୍ରୀୟା ମିଶ୍ର(୧୭),ରୋଶନ ପଟେଲ(୭୯) ଅଟଳ ଦାସ(୨୦୧),ଆଶିଷ ସୁନା(୨୭୪),ତୁଷୁରା ସମରା ର ନିପୁନ କୁମାର ପୁରୋହିତ(୪୫), ଟିଟିଲାଗଡ ର ହେମରାଜ କୁମ୍ଭାର(୨୫୪),ଖୋଲାନର ବିଶାଳ ମହାନନ୍ଦ(୨୮୨),କଣ୍ଟାବାଞ୍ଜିର ସଂଗୀତା ଜିନ୍ଦଲ(୨୮୮) ର ସୌରଭ ରଞ୍ଜନ ବାଗ(୩୦୯) ର୍ୟାଙ୍କ ହାସଲ କରି କୃତକାର୍ଯ୍ୟ ହୋଇଛନ୍ତି। ଜିଲ୍ଲା ରୁ ବିଭିନ୍ନ ମହଲରୁ ଏମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିବା ଦେଖିବାକୁ ମିଳିଛି।