ଟିଟିଲାଗଡ ରେ ମହମ୍ମଦ ଜୟନ୍ତୀ ପାଳିତ

ଟିଟିଲାଗଡ଼,୫/୯(ଜେଏନଏସ),ଟିଟିଲାଗଡ ସୁନ୍ନି ସମାଜ ମସଜିଦ କମିଟି ପକ୍ଷରୁ ପ୍ରଫେଟ ମହମ୍ମଦଙ୍କ ୧୫୦୦ ତମ ଜୟନ୍ତୀ ପାଳନ ହୋଇଯାଇଛି।ଏହି ଅବସରରେ କମିଟି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ମସଜିଦରେ ସାମୁହିକ ନମାଜ ପାଠ କରାଯାଇଥିଲା।ମସଜିଦ କମିଟି ପକ୍ଷରୁ ସଭାପତି ସେଖ ସଫିକ, ଉପସଭାପତି ଅବଦୁଲ ମେନନ, ସମ୍ପାଦକ ତୌସିଫ ଖାନ, ଗୁଡ୍ଡୁ ଖାନ, ନଦୀମ ଖାନ, ଉପଦେଷ୍ଟା ଆଇନଜୀବୀ ମମତାଜ ଖାନ ପ୍ରମୁଖ ଶୋଭାଯାତ୍ରା ର ନେତୃତ୍ୱ ନେଇଥିଲେ। କାର୍ଯ୍ୟକ୍ରମରେ ମୌଲାନା ଉବେଦ ରାଜା, ହିଫଜୁଲ ରେହମାନ, ଜାଫର ଖାନ, ଆଇନଜୀବୀ ହାଜି ମହମ୍ମଦ ମୁସ୍ତାକ ଖାନ, ଶେଖ ପିରୁ, ଶେଖ ସଫିକ, ଆତାଉଲ୍ଲା ଖାନ, ରଫିକଉଲ୍ଲା ଖାନ, ଅବଦୁଲ ରଜାକ, ରିୟାଜ ମହମ୍ମଦ, ଇଂ ମହମ୍ମଦ ଆବାସ ଖାନ, ଗୁଫରାନ ବେଜ, ଅଜମଲ ଖାନ, ଫାରୁକ ଖାନ, ନଜିର ମହମ୍ମଦ, ଖଲିଦ ଖାନ, ସୋହେଲ ଖାନ, ଅହମ୍ମଦ ମେମନ ପ୍ରମୁଖ ସାମିଲ ହୋଇଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles