ଅବସରପ୍ରାପ୍ତ ଶିକ୍ଷକ ଙ୍କ ପରଲୋକ

ଟିଟିଲାଗଡ ୧୩/୧୦(ଜେଏନଏସ),ଟିଟିଲାଗଡ ନୀଳଚକ୍ର ନଗର ନିବାସୀ ଅବସରପ୍ରାପ୍ତ ଶିକ୍ଷକ ଯୁଧିଷ୍ଟିର ତ୍ରିପାଠୀ (୭୯) ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ବଲାଙ୍ଗୀର ଡାକ୍ତରଖାନା ରେ ପରଲୋକ ଘଟିଛି।ସ୍ବର୍ଗତ ତ୍ରିପାଠୀ ଟିଟିଲାଗଡ ସରକାରୀ ବାଳକ ହାଇସ୍କୁଲ ସମେତ କଣ୍ଟାବାଞ୍ଜି,କୁମ୍ଭାରୀ ଆଦି ସ୍ଥାନରେ ନିଜ କର୍ମମୟ ଜୀବନ ଅତିବାହିତ କରିବା ସହ ଜଣେ ଆଦର୍ଶ ଶିକ୍ଷକ ଭାବରେ ନିଜ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।ସ୍ଥାନୀୟ ମୁକ୍ତିଧାମ ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ତାଙ୍କ ବିୟୋଗରେ ସହରର ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles