ସତ୍ୟସାଇ ବାବା ଙ୍କ ୧୦୦ ତମ ଜନ୍ମ ଦିବସ ପାଳିତ

ଟିଟିଲାଗଡ,୨୩/୧୧(ଜେଏନ୍ଏସ),ଇମିସ,ଟିଟିଲାଗଡ ଶ୍ରୀ ସତ୍ୟ ସାଇ ସେବା ସମିତି ପକ୍ଷରୁ ସତ୍ୟସାଇ ବାବା ଙ୍କ ୧୦୦ ତମ ଜନ୍ମ ଦିବସ ପାଳିତ ହୋଇଯାଇଛି।ସଂଯୋଜକ ଦେବରାଜ ଭୋଇ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସତ୍ୟସାଇ ଙ୍କ ବହୁ ଅନୁଗାମୀ ଉପସ୍ଥିତ ଥିଲେ। ପ୍ରାତଃ ଓଁକାରମ ,ନଗର ସଙ୍କୀର୍ତ୍ତନ ଠାରୁ ଆରମ୍ଭ ହୋଇ ରାତ୍ରୀ ମଙ୍ଗଳ ଆରତୀ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନବୀନ ଜୈନ, କ୍ଷୀରୋଦ ସାହୁ, କୃଷ୍ଣ ଚନ୍ଦ୍ର ସାହୁ ,ବିଶ୍ଵ ରଞ୍ଜନ ରଥ,ମନୋଜ ପଣ୍ଡା,ଜୟନ୍ତ ପଣ୍ଡା,ସୁରେନ୍ ପଣ୍ଡା,ସାଇ ଦର୍ଶନ ସାହୁ,ଜଗଦୀଶ ବେହେରା,କାଉନସିଲର ସୁନିତା ଦାସ,ସୁଧିର ଦାସ,ନାରାୟଣ ପନୁଆ ପ୍ରମୁଖ ଙ୍କ ସହ ବହୁ ଭକ୍ତ ଉପସ୍ଥିତ ରହି ପ୍ରଭୁକୃପା ଲାଭ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles