ବଦଳିଲେ ଟାଟା ପାୱାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଟିଟିଲାଗଡ,୦୪/୯(ଜେଏନଏସ), ଟିଟିଲାଗଡ ଟାଟା ପାୱାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିନାୟକ ରାଉତ ଙ୍କ ବଲାଙ୍ଗୀର ଅକ୍ଷୟଶକ୍ତି ନିର୍ବାହୀ ଯନ୍ତ୍ରୀ ଭାବରେ ବଦଳି ହୋଇଛି।ଏନେଇ ବିଭାଗୀୟ ପତ୍ର ସଂଖ୍ୟା ୩୭୧୦/୦୪/୧୦/୨୫ ଅନ୍ତର୍ଗତ ବିଭାଗୀୟ ଆଦେଶ ଜାରି ହୋଇଛି।ଶ୍ରୀ ରାଉତ ଙ୍କ ସ୍ଥାନରେ ଆନନ୍ଦ କୁମାର ମିଶ୍ର ଙ୍କୁ ଟିଟିଲାଗଡ ଟାଟା ପାୱାର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି।ଶ୍ରୀ ରାଉତ ଟିଟିଲାଗଡ ଟାଟା ପାୱାର ରେ ପୂର୍ବରୁ ଏସଡିଓ ଏବଂ ପରେ ନିର୍ବାହୀ ଯନ୍ତ୍ରୀ ଭାବରେ ୩ ବର୍ଷ ସଫଳତାର ସହ ଦାୟିତ୍ଵ ନିର୍ବାହ କରିଛନ୍ତି।ତାଙ୍କ ସମୟରେ ଟାଟା ପାୱାର ବିଭାଗୀୟ ନିର୍ଦ୍ଧାରିତ ଲକ୍ଷ୍ୟ ପୁରଣ କରିବା ଦିଗରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଦେଖିବାକୁ ମିଳିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles